Browsing Tag

Cricket news

ଆଜିଠୁ ଆଇପିଏଲରେ ଆହୁରି ବଢ଼ିବ ରୋମାଞ୍ଚ, ଫାଇନାଲ୍ ଟିକେଟ୍ ପାଇଁ ଟକ୍କର୍

ଆଜିଠୁ ଆଇପିଏଲରେ ଆହୁରି ବଢ଼ିବ ରୋମାଞ୍ଚ । ଫାଇନାଲ୍ ଟିକେଟ୍ ପାଇଁ ଟକ୍କର୍। ଆଜି ଧର୍ମଶାଳାରେ ମୁହାଁମୁହିଁ ହେବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ । ସିଧାସଳଖ ଫାଇନାଲ ଟିକେଟ ହାସଲ ଲାଗି ପ୍ରଥମ କ୍ବାଲିଫାୟରରେ ପରସ୍ପର ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ଲେ’ ଅଫ୍…

କୋଲକାତା ନାଇଟ୍ ରାଇଡର୍ସକୁ ୪୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲର ଶେଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୪୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୩ ରନ କରିଥିଲା । ଟାର୍ଗେଟର ପିଛା କରି କୋଲକାତା ୧୮ ଓଭର ୪ ବଲରେ ୧୬୩ ରନରେ ଅଲଆଉଟ୍ ହୋଇଥିଲା। ଦିଲ୍ଲୀ ପାଇଁ ଲୁଙ୍ଗି…

ରାଜସ୍ଥାନକୁ ପଛରେ ପକାଇଲା ଗୁଜରାଟ, ୭୭ ରନ କରି ହାସଲ କଲା ବିଜୟ

ରାଜସ୍ଥାନ ବିପକ୍ଷରେ ଗୁଜରାଟର ଦମଦାର ବିଜୟ । ପ୍ଲେ ଅଫର ନିକଟତର ଗିଲ୍ ବାହିନୀ । ଓପନରଙ୍କ ଦମଦାର ବ୍ୟାଟିଂ ପରେ ରଶିଦ ଖାନଙ୍କ ଶାଣିତ ବୋଲିଂ। ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ୭୭ ରନରେ ହରାଇଛି । ଲଗାତାର ଚତୁର୍ଥ ଏବଂ ସପ୍ତମ ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ…

ଆଜି ଅହମ୍ମଦାବାଦରେ ବଡ଼ ଲଢ଼େଇ, ସୁପର-୮ରେ ମୁହାଁମୁହିଁ ହେବେ ଭାରତ – ଦକ୍ଷିଣ ଆଫ୍ରିକା

ଆଜି ଅହମ୍ମଦାବାଦରେ ବଡ଼ ଲଢ଼େଇ । ସୁପର-୮ରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ - ଦକ୍ଷିଣ ଆଫ୍ରିକା । ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛନ୍ତି ଉଭୟ ଦଳ । ରେକର୍ଡ କହୁଛି ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ପଲ୍ଲା ଭାରୀ ।  ଉଭୟ ଦଳ ୩୫ଟି ଟି ଟ୍ବେଣ୍ଟି ଆନ୍ତର୍ଜାତିକ ମ୍ୟାଚ ମଧ୍ୟରୁ…

ଆଫଗାନିସ୍ତାନକୁ ୫ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ, ଅନ୍ୟ ଏକ ମ୍ୟାଚରେ ଆଇଲାଣ୍ଡକୁ ୨୦ ରନରେ ହରାଇଲା ଶ୍ରୀଲଙ୍କା

T20 ବିଶ୍ୱକପର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଶ୍ରୀଲଙ୍କାର ବିଜୟ । ଆଫଗାନିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ଛଅ ୱିକେଟ ହରାଇ ୧୮୨ ରନ କରିଥିଲା । ଦଳ ପକ୍ଷରୁ ଗୁଲବଦିନ ନାଇବ ସର୍ବାଧିକ ୬୩ ରନ୍ କରିଥିଲେ । ଜବାବରେ…

DPL ରେ ହାଇଭୋଲଟେଜ ଡ୍ରାମା, ମ୍ୟାଚ୍ ମଝିରେ ନୀତିଶ ଏବଂ ଦିଗବେଶଙ୍କ ଝଗଡ଼ା

ଦିଲ୍ଲୀ ପ୍ରିମିଅର ଲିଗ ୨୦୨୫ରେ ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଏଲିମିନେଟର ମ୍ୟାଚରେ ୱେଷ୍ଟ ଦିଲ୍ଲୀ ଲାୟନ୍ସ ସାଉଥ ସୁପରଷ୍ଟାରର୍ସକୁ ୭ ୱିକେଟରେ ହରାଇଛି । ଏହି ମ୍ୟାଚରେ ୱେଷ୍ଟ ଦିଲ୍ଲୀ ଲାୟନ୍ସ ଟିମ ପାଇଁ ଅଧିନାୟକ ନୀତିଶ ରାଣା ଶତକ ମାରି ଟିମକୁ ବିଜୟ ଦେଇଛନ୍ତି । କିନ୍ତୁ…

ଜିଟି -ଏଲ୍‌ଏସ୍‌ଜି ମଧ୍ୟରେ କଡ୍ଡା ଟକ୍କର , ବିଜୟ ଲକ୍ଷ୍ୟରେ ୧୮୧ ରନ୍

ଆଜି ଅର୍ଥାତ୍ ଶନିବାର ଆଇପିଏଲ ୨୦୨୫ ମ୍ୟାଚ୍‌ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହେଉଛି। ଏହି ମ୍ୟାଚ୍ ଲକ୍ଷ୍ନୌର ଘରୋଇ ପଡ଼ିଆ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏଲ୍‌ଏସ୍‌ଜି ପ୍ରଥମେ ଟସ୍ ଜିତି ମ୍ୟାଚ୍‌ରେ…

ଚାମ୍ପିଅନ୍ସ ହେବା ପରେ ଇଣ୍ଡିଆ ମାଷ୍ଟର୍ସ ଉପରେ ଟଙ୍କା ବର୍ଷା, ଏହି ଖେଳାଳି ହେଲେ ମାଲେମାଲ୍

ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ସ ଲିଗ୍ ୨୦୨୫ ଟାଇଟଲ ଜିତିଲା ଭାରତ । ଫାଇନାଲରେ ଇଣ୍ଡିଆ ମାଷ୍ଟର୍ସ ଦଳ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି । ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ମାଷ୍ଟର୍ସ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ ଜିତିଛି । ଫାଇନାଲରେ…

କିଏ ଏହି ୧୩ ବର୍ଷର ବୈଭବ ସୂର୍ଯ୍ୟବଂଶୀ ? ଯିଏ IPL ନିଲାମୀ ଇତିହାସରେ ସର୍ବକନିଷ୍ଠ ଖେଳାଳି

ବିହାରର ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ମେଗା ନିଲାମୀରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦ କୋଟିରେ କିଣିଛି । କୌଣସି ଦଳରେ ଯୋଗଦେବାରେ ସେ ହୋଇଛନ୍ତି ସର୍ବକନିଷ୍ଠ ଖେଳାଳି । ନିଲାମୀରେ ସୂର୍ଯ୍ୟବଂଶୀଙ୍କ ବେସ୍ ପ୍ରାଇସ୍ ଥିଲା ୩୦ ଲକ୍ଷ ଟଙ୍କା ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ…

ପାକିସ୍ତାନ ଟିମକୁ ଝଟକା, କୋଚ ପଦ ଛାଡିଲେ ଗ୍ୟାରୀ କର୍ଷ୍ଟନ

ଚାମ୍ପିଅନ୍ସ ଟ୍ରଫି-୨୦୨୫ ପୂର୍ବରୁ ପାକିସ୍ତାନକୁ ବଡ ଝଟକା । ଚାମ୍ପିଅନ୍ସ ଟ୍ରଫି-୨୦୨୫ ପାଇଁ ସମସ୍ତ ଦଳ ପ୍ରସ୍ତୁତିପର୍ବ ଆରମ୍ଭ କରିଥିବା ବେଳେ  କୋଚ୍ ପଦବୀରୁ ଇସ୍ତଫା ଦେଇଛନ୍ତି ଗ୍ୟାରୀ କର୍ଷ୍ଟନ । ୨ ବର୍ଷ ପାଇଁ ଚୁକ୍ତି କରିଥିବା କର୍ଷ୍ଟନ ମାତ୍ର ୬ ମାସ ଦାୟିତ୍ୱ ତୁଲାଇବା ପରେ ଇସ୍ତଫା…

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ଝଟକା, କାର୍‌ ଦୁର୍ଘଟଣାରେ ଆହତ ହେଲେ ଷ୍ଟାର କ୍ରିକେଟର

ଭାରତୀୟ ଟିମ୍‌ ଏବେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି । ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର ଆସିଛି । ଭାରତର ଯୁବ ଖେଳାଳି କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସରଫରାଜ ଖାନଙ୍କ ସାନ ଭାଇ ମୁଶିର ଖାନ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି ।…

ମାତ୍ର ୧୮ ବର୍ଷରେ କମାଲ୍‌ କଲେ ଦ୍ରୋଣ ଦେଶାଇ, ଗୋଟିଏ ଇନିଂସରେ ମାରିଲେ ୪୯୮ ରନ୍‌

ଇତିହାସ ରଚିଛନ୍ତି ୧୮ ବର୍ଷୀୟ କ୍ରିକେଟର ଦ୍ରୋଣ ଦଶୋଇ । ଦିଓ୍ୱାନ ବଲୁଭାଇ କପ ଅଣ୍ଡର ୧୯ ଟୁର୍ଣ୍ଣାମେଣ୍ଟରେ ୪୯୮ ରନ କରି ରେକର୍ଡ କରିଛନ୍ତି । ଗୁଜରାଟର ଗାନ୍ଧିନଗରରେ ଥିବା ଶିବାୟ କ୍ରିକେଟ କ୍ଲବରେ ଚାଲିଥିବା ମ୍ୟାଚରେ ଏଭଳି କାରନାମା କରିଛନ୍ତି । ଦ୍ରୋଣ ମଣିନଗରର ଜେଏଲ ଇଂଲିଶ ସ୍କୁଲ…