Browsing Tag

Cricket news

ଆସେସ ସିରିଜ ୨୦୨୩ : ମ୍ୟାଚ୍‌ ଚିନ୍ତାରେ ଅଲଗା ଅଲଗା ଜୋତା ପିନ୍ଧି ଖେଳିବାକୁ ଆସିଥିଲେ ଓଲି ରୋବିନ୍‌ସନ୍‌

ଆସେସ ସିରିଜ ୨୦୨୩ର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ମିଂହାମରେ ଖେଳାଯାଉଛି । ଇଂଲଣ୍ଡ ୩୯୩ ରନ୍‌ କରି ପ୍ରଥମ ଇନିଂସ ଘୋଷଣା କରିଥିଲା । ଏହାପରେ ଅଷ୍ଟ୍ରେଲିଆ  ପ୍ରଥମ ପାଳିରେ ୩୮୬ ରନ୍‌ କରିଥିଲା । ତୃତୀୟ ଦିନରେ ଇଂଲଣ୍ଡ ଦ୍ବିତୀୟ ପାଳିରେ ୨ ୱିକେଟ  ହରାଇ ୨୮ ରନ୍‌…

କ୍ରିକେଟ ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ କ୍ୟାଚ୍‌, ବ୍ୟାଟସମ୍ୟାନଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ଚକିତ :…

ପବନରେ ଉଡି କ୍ୟାଚ୍‌ ଧରିଲେ ଖେଳାଳି । ଏମିତି କ୍ୟାଚ ଦେଖି ବ୍ୟାଟସମ୍ୟାନଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ଆଶ୍ଚର୍ଯ୍ୟ । ଇଂଲଣ୍ଡରେ ଖେଳାଯାଉଥିବା ଟି-୨୦ ବ୍ଲାଷ୍ଟରେ ଦେଖିବାକୁ ମିଳିଛି ଏଭଳି କ୍ୟାଚ୍‌ । ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ସସେକ୍ସ ଏବଂ ହମ୍ପସେୟାର ମଧ୍ୟରେ ହୋଇଥିବା…

ଦିନିକିଆ କ୍ରିକେଟରେ ପ୍ରଥମ ଚଉକା ମାରିଥିବା ଭାରତୀୟ ଖେଳାଳି ସୁଧୀର ନାଏକଙ୍କ ପରଲୋକ, ହସପିଟାଲରେ ହୋଇଥିଲେ ଆଡମିଟ୍‌

ଦିନିକିଆ କ୍ରିକେଟରେ ଭାରତ ପାଇଁ ପ୍ରଥମ ଚଉକା ମାରିଥିବା ସୁଧୀର ନାଏକଙ୍କ ପରଲୋକ ହୋଇଛି । ମୁମ୍ବାଇ କ୍ରିକେଟ ସଂଘ ସୂଚନା ଦେଇଛି। ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଧୀର । ନିକଟରେ ବାଥରୁମ ଚଟାଣରେ ପାଦ ଖସିବା ଯୋଗୁଁ ଆହତ ହୋଇଥିଲେ । ଏହାପରେ ତାଙ୍କୁ ମୁମ୍ବାଇର ଏକ…

ଦ୍ୱିତୀୟ ଦିନିକିଆରେ ଭାରତ ଏମିତି ହାରିଲା ଯେ ଛୁଟି ଦିନ ପାଣିଚିଆ ହେଲା : ୧୧ ଓଭରରେ ଖେଳ ଖତମ, ୧୦ ଓ୍ଵିକେଟ୍‌ରେ…

ବିଶାଖାପାଟଣାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୧୧ ଓଭର ମଧ୍ୟରେ ହିଁ ଏହି ମ୍ୟାଚ୍‌କୁ ୧୦ ୱିକେଟ୍‌ରେ ହରାଇ ଦେଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୧୧୭ ରନ୍‌ ସଂଗ୍ରହ କରିଥିଲା, ଯାହାର ଜବାବରେ ଅଷ୍ଟ୍ରେଲିଆ ଏହି…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ୧୮୮ରେ ଅଲ୍‌ଆଉଟ ହେଲା ଅଷ୍ଟ୍ରେଲିଆ, ଜିତିବା ପାଇଁ ୧୮୯ ରନ୍‌ର ଲକ୍ଷ୍ୟ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୧୮୯ ରନ୍‌ର ଲକ୍ଷ୍ୟ ମିଳିଛି। ଅଷ୍ଟ୍ରେଲିଆ ଟିମ୍‌ ୩୫.୪ ଓଭରରେ ଅଲ୍‌ଆଉଟ୍‌ ହୋଇ ମାତ୍ର ୧୮୮…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ: ଟିମ୍‌ ଇଣ୍ଡିଆକୁ ୯ ୱିକେଟରେ ହରାଇଲା କଙ୍ଗାରୁ ଦଳ; ୬ ବର୍ଷ ପରେ ଭାରତରେ ଜିତିଲା ଟେଷ୍ଟ୍‍…

ଅଷ୍ଟ୍ରେଲିଆ ୩ ମାର୍ଚ୍ଚରେ ଭାରତକୁ ୯ ୱିକେଟରେ ପରାସ୍ତ କରିଛି। ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ଉଭୟ ଓପନିଂ ଟେଷ୍ଟ ମ୍ୟାଚ୍ ଭାରତ ଜିତିଥିଲା। ଏହିପରି ଭାବେ ଭାରତ ଏବେ ବି ସିରିଜରେ ୨-୧ରେ ଆଗରେ ରହିଛି। ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ୯ ମାର୍ଚ୍ଚରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କ ବାପାଙ୍କର ଦେହାନ୍ତ; ଦୀର୍ଘ ଦିନରୁ ଥିଲେ ଅସୁସ୍ଥ

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉମେଶଙ୍କ ବାପା ତିଲକ ଯାଦବଙ୍କର ୭୪ ବର୍ଷ ବୟସରେ ନିଧନ ହୋଇଯାଇଛି। ସେ ଗତ କିଛି ମାସ ଧରି ରୋଗାକ୍ରାନ୍ତ ଥିଲେ। ନାଗପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ୱାସ୍ଥ୍ୟାବସ୍ଥାରେ…

ଆଇପିଏଲ୍‌ ୨୦୨୩ର କାର୍ଯ୍ୟସୂଚୀ ଘୋଷିତ; ୩୧ ମାର୍ଚ୍ଚରୁ ୨୮ ମେ’ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସିଜନର କାର୍ଯ୍ୟସୂଚୀ ଶୁକ୍ରବାର ଜାରି ହୋଇଛି। ଏଥର ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ଚଳିତ ଥର ୧୦ ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗତଥର ଗୁଜରାଟ ଟାଇଟନ୍ସ ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ହରାଇ ଟାଇଟଲ୍‌…

ବିବାହ ପରେ ଭାଇରାଲ ହେଲା ଝିଅର ନକଲି ଫଟୋ; ରାଗିଗଲେ ଶାହିଦ ଆଫ୍ରିଦି, ଫଟୋ ସେୟାର କରି କହିଲେ ଏମିତି କଥା

ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଝିଅ ଅଂଶାଙ୍କର ନିକଟରେ ବିବାହ ସମ୍ପନ୍ନ ହୋଇଛି। ତାଙ୍କର ବିବାହ ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ସହିତ ହୋଇଛି। ବିବାହ ପରେ ସୋସିଆଲ ମିଡିଆରେ ଅଂଶାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା ଏବଂ ତାଙ୍କ ନାଁରେ ନକଲି ଆକାଉଣ୍ଟ…

ଭାରତକୁ ଟି-୨୦ ବିଶ୍ୱକପ୍‌ ଜିତାଇଥିବା ଯୋଗିନ୍ଦର ଶର୍ମା ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର; ବିସିସିଆଇକୁ ଚିଠି…

ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମିଶନ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍‌ର ଫ୍ୟାନ୍‌ମାନଙ୍କୁ ବଡ଼ ଝଟ୍‌କା ଲାଗିଛି। ଟିମ୍‌ ଇଣ୍ଡିଆର ଜଣେ ଖେଳାଳି ଅଚାନକ୍‌ ସନ୍ନ୍ୟାସ ଘୋଷଣା କରିଛନ୍ତି। ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ୍‌ ୨୦୦୭…

ସୁନୀଲ ଗାଭାସ୍କରଙ୍କ ମା’ ମୀନଲ ଗାଭାସ୍କରଙ୍କ ପରଲୋକ; ୯୫ ବର୍ଷ ବୟସରେ ନେଲେ ଶେଷ ନିଃଶ୍ୱାସ

କ୍ରିକେଟ ଜଗତର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କର ମା’ ମୀନଲ ଗାଭାସ୍କରଙ୍କ ପରଲୋକ ଘଟିଛି। ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ମୀନଲ ବୟସାଧିକ ରୋଗରେ ପୀଡ଼ିତ ଥିଲେ। ସୁନୀଲ ଶେଷ ସମୟରେ ମା’ଙ୍କ ସହିତ ନ ଥିଲେ। କାରଣ, ସେ ବାଂଲାଦେଶ ଗସ୍ତରେ ଅଛନ୍ତି, ଯେଉଁଠି ତାଙ୍କୁ କମେଣ୍ଟ୍ରି…

ବହୁତ ଜଲ୍‌ଦି ବାଜିବ ଶାହିନ ଆଫ୍ରିଦିଙ୍କ ବିବାହର ଶେହନାଇ; ଏହି ଦିନ ହେବ ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍‌ଶାଙ୍କ ସହିତ…

ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍‌ଶାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ ଶାହିଦ୍ ଆଫ୍ରିଦି ନିଶ୍ଚିତ କରିଛନ୍ତି କି, ୩ ଫେବୃୟାରୀରେ ଶାହିନ୍ ଓ ଅନ୍‌ଶା ବିବାହ ବନ୍ଧନରେ…