LIVE ମ୍ୟାଚ୍ରେ ଯୁବତୀଙ୍କ ହୃଦୟ ଜିତିଗଲେ ଏହି ଯୁବକ, ଷ୍ଟାଡିୟମ୍ରେ ଏମିତି କଲେ ପ୍ରେମିକାଙ୍କୁ ପ୍ରପୋଜ୍; ଦେଖନ୍ତୁ…
ଟି-୨୦ ବିଶ୍ୱକପ୍ ୨୦୨୨ରେ ଟିମ୍ ଇଣ୍ଡିଆ ନିଜର ଦ୍ୱିତୀୟ ମ୍ୟାଚ୍ ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ନେଦରଲାଣ୍ଡ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ସହଜରେ ବିଜୟ ହାସଲ କରି ନେଇଥିଲା। ଦଳ ଏହି ମୁକାବିଲା ତ ଜିତି ଯାଇଥିଲା, କିନ୍ତୁ ଷ୍ଟାଡିୟମ୍ରେ ଜଣେ ଫ୍ୟାନ୍ ନିଜ…