Browsing Tag

cricket story of sreesanth

‘ମୁଁ କେବେବି ହାର୍‌ ମାନିନି, କ୍ରିକେଟ ମୋ ପ୍ରଥମ ପ୍ରେମ’, କ୍ରିକେଟ ଦୁନିଆକୁ କମବ୍ୟାକ୍‌ କରି ଏହା କହିଲେ…

ଲଗାତାର ୧୨ ଦିନର ପଚରାଉଚୁରା। ଜେଲରେ ବିତାଇଲେ ୧୭ ଦିନ। ସ୍ପଟ୍‌ ଫିକ୍ସିଙ୍ଗ୍‌ ଅଭିଯୋଗରେ ସାତ ବର୍ଷର ପ୍ରତିବନ୍ଧ। ଏବଂ ଏହାପରେ ଏହି ଟ୍ୟାଗ୍‌ ସହିତ ବଞ୍ଚି ରହିବା। କିନ୍ତୁ ଏସ. ଶ୍ରୀସନ୍ତ କେବେବି ହାର ମାନିନାହାନ୍ତି। ଏହି ସମୟରେ ସେ ରାଜନୀତି, ଫିଲ୍ମ ଏବଂ ରିୟଲିଟୀ ଶୋ ଆଦିରେ ନିଜର…