Browsing Tag

cricket tournament stopped

ସଟ୍‌ଡାଉନ୍‌ରେ ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌, ପୋଲିସ୍‌ ପହଞ୍ଚିବାରୁ ବ୍ୟାଟ୍‌, ବଲ୍‌ ଧରି ଦୌଡ଼ିଲେ ଖେଳାଳି

ସୋର (କେ ନ୍ୟୁଜ୍‌) : ଏ କରୋନା କାଳରେ ରାତିରେ ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌ । ଶନିବାର ଦିନ ସଟ୍‌ଡାଉନ୍‌କୁ ବି ନମାନି ବେଶ୍‌ ଲୋକ ଗହଳି ହୋଇଥିଲା । ଖବର ପାଇ ଚଢ଼ାଉ କଲା ପୋଲିସ୍‌ ଏବଂ ପୌର ପ୍ରଶାସନ । ଏମାନଙ୍କୁ ଦେଖି ଖେଳାଳି ବ୍ୟାଟ୍‌, ବଲ୍‌ ଧରି ଦୌଡ଼ିଲେ । ଆଉ ପ୍ରତିଯୋଗିତାର ଆୟୋଜକ…