Browsing Tag

cricket world cup

ଭାରତ ଏବଂ ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପ : ଭାରତକୁ ୨୫୪ ରନ୍‌ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଭାରତକୁ କଙ୍ଗାରୁ ବାହିନୀ ୨୫୪ ରନର ଲକ୍ଷ୍ୟ ଦେଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ବାହିନୀ । ପ୍ରଥମେ ବ୍ୟାଟିଂ କରିବାକୁ…

ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢୁଛି ଫିଭର, ଷ୍ଟାଡିୟମରେ ମ୍ୟାଚ ଦେଖିବେ ମୋଦିଙ୍କ ସହ ବହୁ ଲିଜେଣ୍ଡ

କେନ୍ୟୁଜ(ବ୍ୟୁରୋ) :  କିଏ ହେବ କ୍ରିକେଟର କିଙ୍ଗ ? କାହାକୁ ମିଳିବ ବିଶ୍ୱକପ ମୁକୁଟ ? ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ଫାଇଟ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦିନିକିଆ ବିଶ୍ବକପର ନିର୍ଣ୍ଣାୟକ ଲଢେଇ । ଏପଟେ ଫାଇନାଲ୍ ମ୍ୟାଚ୍ ଥିବାରୁ ଏବେ…

ବିଶ୍ୱକପ୍‌ ଫାଇନାଲ୍‌ ଫିଭର୍‌: ବେଙ୍ଗାଲୁରୁରୁ ଅହମଦାବାଦ ୱାନ୍ ୱେ ଉଡ଼ାଣ ପାଇଁ ଟିକେଟ୍‌ ଦାମ୍‌ ୩୩,୦୦୦ ଟଙ୍କା

ଆରମ୍ଭ ହୋଇଗଲାଣି ବିଶ୍ୱକପ୍‌ ଫାଇନାଲ ଫିଭର୍। ଯଦି ଆପଣ ନଭେମ୍ବର ୧୯ରେ ଅହମଦାବାଦରେ କ୍ରିକେଟ୍‌ ଫାଇନାଲ୍‌ ଦେଖିବା ପାଇଁ ଟିକେଟ୍‌ ବୁକ୍‌ କରିନାହାନ୍ତି, ତା’ ହେଲେ ଆପଣଙ୍କୁ ଆକାଶଛୁଆଁ ଦାମ୍‌ରେ ଟିକେଟ୍‌ କିଣିବାକୁ ପଡ଼ିପାରେ। ଫାଇନାଲ ମ୍ୟାଚ୍ ପାଇଁ ବିମାନ ଟିକେଟ୍‌ର ମୂଲ୍ୟ ବଢ଼ିଛି। ଯେଉଁ…

ଦିନିକିଆ ବିଶ୍ବକପ: ଆଜି ଭାରତ-ବାଂଲାଦେଶ ଫାଇଟ୍

ଦିନିକିଆ ବିଶ୍ବକପରେ ଆଜି ଭାରତ-ବାଂଲାଦେଶ ଫାଇଟ୍ । ପୁଣେରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ୍ ଜିତିଲେ ଭାରତ କ୍ରମାଗତ ୪ଟି ମ୍ୟାଚରେ ବିଜୟୀ ହେବ । ବିଜୟଧାରା ବଜାୟ ରଖି ରୋହିତ ଶର୍ମାଙ୍କ ନେତୃତୀଧୀନ ଭାରତୀୟ ଦଳ ତାର ସେମିଫାଇନାଲ ଅଭିଜାନ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ…

ବିଶ୍ୱକପ୍ ରେ ବଡ଼ ବିପର୍ଯ୍ୟୟ: ଆଫଗାନିସ୍ତାନଠାରୁ ହାରିଲା ଇଂଲଣ୍ଡ

କେନ୍ୟୁଜ୍: ବିଶ୍ୱକପ୍ ରେ ବଡ଼ ବିପର୍ଯ୍ୟୟ। ଆଫଗାନିସ୍ତାନଠାରୁ ହାରିଲା ଇଂଲଣ୍ଡ । ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ୬୯ ରନରେ ହାରିଲା। ପ୍ରଥମେ ବ୍ୟାଟିଂ କରି ଆଫାଗାନିସ୍ତା ନ ୨୮୪ ରନ୍ କରିଥିଲା। ୪୧ ତମ ଓଭରରେ ୨୧୫ ରନ୍ କରି ଇଂଲଣ୍ଡ ଅଲ୍ ଆଉଟ୍ ହୋଇଥିଲା। ଆଫଗାନିସ୍ତାନ ବୋଲରଙ୍କ…

ଆସନ୍ତାକାଲି ହାଇଭୋଲଟେଜ ଭାରତ-ପାକିସ୍ତାନ ଲଢେଇ, ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ମ୍ୟାଚ

(କେନ୍ୟୁଜ): ବିଶ୍ବକପ କ୍ରିକେଟରେ ଆସନ୍ତାକାଲି ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତା ସୃଷ୍ଟି କଲା ଭଳି ଖବର ଆସିଛି । ଏହି ହାଇଭୋଲଟେଜ ମ୍ୟାଚରେ ବର୍ଷା ଆଶଙ୍କା ଥିବା ସ୍ଥାନୀୟ…

ଆଜି ସୁପର ସଣ୍ଡେରେ ସୁପର ଫାଇଟ୍: ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ

ଚେନ୍ନାଇ: ଆଜି ସୁପର ସଣ୍ଡେରେ ସୁପର ଫାଇଟ୍ । ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଅଷ୍ଟ୍ରେଲିଆ ସହ ଚେନ୍ନାଇରେ ହେବ ବିଗ୍ ଫାଇଟ୍ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଅଛନ୍ତି ଉଭୟ ଟିମ୍ । ନିକଟରେ କଙ୍ଗାରୁ ବାହିନୀକୁ ଦିନିକିଆ ସିରିଜରେ ୨-୧ରେ ହରାଇଛି । ସେହିପରି ସବୁ ଖେଳାଳି…

ଉତ୍କଣ୍ଠାରେ ଫ୍ୟାନ୍‌, ଆସନ୍ତାକାଲି ଆରମ୍ଭ ହେବ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌

କ୍ରିକେଟ ମହାକୁମ୍ଭକୁ ଆଉ ମାତ୍ର କେତେ ଘଣ୍ଟା ବାକି । କିଏ ଜିତିବ ଆଇସିସି ବିଶ୍ୱକପ୍‌ ଟ୍ରଫି । ଭାଗ ନେଉଥିବା ଦଳ ଏବଂ ସେମାନଙ୍କ ସମର୍ଥକଙ୍କ ଭିତରେ ଢେର ଉତ୍ସାହ.. । ଦାବିଦାର ଅଛନ୍ତି ବିଶ୍ବର ୧୦ଟି ଶକ୍ତିଶାଳୀ ଟିମ୍ । ପୁଣି ଥରେ ବିଶ୍ୱ ଦେଖିବ ଦନିକିଆ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ଲଢ଼େଇ…

ବଢୁଛି ବିଶ୍ବକପ୍ କ୍ରେଜ : ଭାରତରେ ପହଞ୍ଚିଲେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍

ବିଶ୍ବକପ୍ କ୍ରିକେଟକୁ ଆଉ ରହିଲା ୭ ଦିନ । ଦିନ ପାଖେଇବା ସହ ୱାର୍ଲଡ କପ୍ କ୍ରେଜ ବି ବଢ଼ିଲାଣି । ଟିମ୍ ପହଞ୍ଚିବା ଆରମ୍ଭ କଲେଣି । ଗତକାଲି ଭାରତରେ ପହଞ୍ଚିଛି ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ କ୍ରିକେଟ ଟିମ୍ । ବାବର ଆଜମଙ୍କ ନେତୃତ୍ବରେ ଦୁବାଇ ଦେଇ ହାଇଦ୍ରାବଦ ଆସିଛି ପାକିସ୍ତାନ…

କ୍ରିକେଟ୍ ବିଶ୍ବକପ ପାଇଁ ବଢୁଛି ଉତ୍କଣ୍ଠା, ଆଉ ମାତ୍ର ୯ ଦିନ ପରେ ଆରମ୍ଭ ହେବ ମହାସମର

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟ୍ ବିଶ୍ବକପକୁ ଆଉ ୯ ଦିନ । କ୍ରିକେଟପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ବିଶ୍ବକପ ମହାସମର । ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ୧୦ ଶ୍ରେଷ୍ଠ ଦଳ । ରାଉନ ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ ସମସ୍ତ ଦଳ । ୧୦ଟି…

ବିଶ୍ୱକପ୍‌ : ଅହମ୍ମଦାବାଦରେ ହେବ ବିଶ୍ୱକପ୍‌ ରଂଗାରଂଗ କାର୍ଯ୍ୟକ୍ରମ, ୪ ଅକ୍ଟୋବର ଉଦ୍ଘାଟନରେ ଭାଗନେବେ ସବୁ ଦଳର…

ଭାରତରେ ବିଶ୍ୱକପ୍‌ ୫ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଉଦଘାଟନ ଅବସରରେ ରଂଗାରଂଗ କାର୍ଯ୍ୟକ୍ରମରେ ବଲିଉଡ କଳାକାର ଭାଗ ନେଇପାରନ୍ତି । ସେଦିନ ସବୁ ୧୦ ଟିମର କ୍ୟାପଟେନ ବି ଉପସ୍ଥିତ…

ବିଶ୍ୱକପ୍‌ ୨୦୨୩: କ୍ୱାଲିଫାୟର ସୁପର ଷଷ୍ଠ ପର୍ଯ୍ୟାୟ ପାଇଁ ୬ ପ୍ରମୁଖ ଖେଳାଳିଙ୍କ ତାଲିକା କଲା ICC

ଆଇସିସି (ICC) ଦିନିକିଆ (ODI) ବିଶ୍ୱକପ୍‌ କ୍ୱାଲିଫାୟର ୨୦୨୩ର ସୁପର ଷଷ୍ଠ ପର୍ଯ୍ୟାୟ ପାଇଁ ୬ ପ୍ରମୁଖ ଖେଳାଳିଙ୍କ ତାଲିକା କରିଛି। ଏହି ଖେଳାଳିଙ୍କ ମଧ୍ୟରେ ଶ୍ରୀଲଙ୍କାର ଅଲ୍‌ରାଉଣ୍ଡର ଭାନିନ୍ଦୁ ହସରଙ୍ଗା, ଜିମ୍ବାେଓ୍ଵର ଅଲ୍‌ରାଉଣ୍ଡର ସିକନ୍ଦର ରଜା, ସ୍କଟ୍‌ଲାଣ୍ଡର କ୍ୟାପ୍‌ଟେନ ରିଚି…