ମାତ୍ର ୭ ବର୍ଷ ବୟସରେ କ୍ରିକେଟର ସବୁ ସଟ୍ ମାରିବାରେ ଧୁରନ୍ଧର, ଓସିଏ ପକ୍ଷରୁ ମିଳୁଛି ପ୍ରଶିକ୍ଷଣ
ବୟସ ମାତ୍ର ୭ ବର୍ଷ । ହେଲେ କ୍ରିକେଟର ସବୁ ସଟ ମାରିବାରେ ଧୁରନ୍ଧର । ସୋସିଆଲ ମିଡିଆର ଭିଡ଼ିଓ ଦେଖିବା ପରେ କୁନି ପିଲାଟିକୁ ସହଯୋଗର ହାତ ବଢ଼ାଇଛି ଓସିଏ । ଘର ପାଖ ପଡ଼ିଆରେ ପ୍ରାକ୍ଟିସ ପରେ ଏବେ ଵାରବାଟି ଷ୍ଟାଡିୟମରେ କରୁଛନ୍ତି ପ୍ରାକ୍ଟିସ । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲାରର ୭ବର୍ଷର…