Browsing Tag

cricket

କ୍ରିକେଟ୍ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ମାହି, ଲଞ୍ଚ୍ କଲେ “ଧୋନି ଏଣ୍ଟରଟେନମେଣ୍ଟ” ପ୍ରଡକ୍ସନ୍…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସେ ତାଙ୍କ କ୍ରିକେଟ୍ କ୍ୟାରିୟରରେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଆଜି ବି ଅକ୍ଷୁର୍ଣ୍ଣ ରହିଛି | ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଧୋନି ଭାରତ ପାଇଁ ୯୦ ଟି ଟେଷ୍ଟ, ୩୫୦ ଟି…

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ୍‌, ଖେଳାଯିବ ତିନିଟି ଟି-୨୦ ଓ ତିନିଟି ଓ୍ଵାନ୍‌ ଡେ’ ମ୍ୟାଚ୍

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ୍‌ । ସିରିଜରେ ତିନିଟି ଟି-୨୦ ଓ ତିନିଟି ଓ୍ଵାନ୍‌ ଡେ’ ମ୍ୟାଚ ଖେଳାଯିବ । ପ୍ରଥମ ଟି ୨୦ ତିରୁବନ୍ତପୁରମରେ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ୍‌…

ଧୋନିଙ୍କ ନାଁରେ ଅଭିଯୋଗ ଆଣିଲେ ବୋଲର ଈଶ୍ୱର ପାଣ୍ଡେ, କହିଲେ ‘ଧୋନିଙ୍କ ଯୋଗୁଁ ମୋ କ୍ୟାରିଅର ନଷ୍ଟ’

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଅଭିଯୋଗ ଆଣିଲେ ବୋଲର ଈଶ୍ୱର ପାଣ୍ଡେ। ଧୋନିଙ୍କ ଯୋଗୁଁ ତାଙ୍କ କ୍ୟାରିଅର ବରବାଦ ହୋଇଛି ବୋଲି ଈଶ୍ୱର ଅଭିଯୋଗ କରିଛନ୍ତି । ନିକଟରେ ଈଶ୍ୱର ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଖବର ମୁତାବକ, ନିକଟରେ…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଏସିଆ କପ୍‌ରୁ ବାହାରିଲେ ରବିନ୍ଦ୍ର ଜାଡେଜା

ଏସିଆ କପ୍ ୨୦୨୨ ଭିତରେ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି। ଟିମ୍ ଇଣ୍ଡିଆର ଶକ୍ତିଶାଳୀ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତଜନିକ କାରଣରୁ ଟିମ୍ ଇଣ୍ଡିଆରୁ ବାହାରି ଯାଇଛନ୍ତି। ବିସିସିଆଇ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଜଣେ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିଛି। ରବିନ୍ଦ୍ର…

ଫାର୍ମ ହାଉସ୍‌ କରିବେ ବିରାଟ କୋହଲି ଓ ଅନୁଷ୍କା ଶର୍ମା; ମୁମ୍ବାଇର ପଶ୍‌ ଆଲିବାଗ୍‌ ଅଞ୍ଚଳରେ କିଣିଲେ ୮ ଏକର ଜମି!

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି ମୁମ୍ବାଇର ଆଲିବାଗରେ ଏକ ଫାର୍ମ ହାଉସ ପାଇଁ ୮ ଏକର ଜମି କିଣିଛନ୍ତି। ଏହି ଜମି ଆଲିବାଗର ଜିରାଡ଼ ଅଞ୍ଚଳରେ ରହିଛି। ରିପୋର୍ଟ ମୁତାବକ, ଗଣେଶ ପୂଜା ଦିନ ଏହି ଚୁକ୍ତି ହୋଇଛି। ସମ୍ପତ୍ତି ପାଇଁ ଦମ୍ପତି ମୋଟ ୧୯ କୋଟି ୨୪ ଲକ୍ଷ…

ପୁଣି ପଡ଼ିଆରେ ଚୌକା, ଛକା ମାରିବେ ସଚିନ ତେନ୍ଦୁଲକର; ଭାରତୀୟ ଦଳର ହେବେ ଅଧିନାୟକ!

ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସୁଛି। ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚୌକା, ଛକା ମାରିବେ। ରିପୋର୍ଟ ମୁତାବକ, ସଚିନ ଆସନ୍ତା ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ‘ରୋଡ୍‌ ସେଫ୍ଟି…

କ୍ରିକେଟ ଖେଳିବାକୁ କୋଲକତାରୁ ଦିଲ୍ଲୀ ଆସିଥିଲେ ଯୁବକ, ଛାତିରେ ବଲ୍‌ ବାଜି ହେଲା ମୃତ୍ୟୁ

କ୍ରିକେଟ ନିଶା ଯାହାକୁ ଥରେ ଧରିଛି, ଆଉ ତାକୁ ଛାଡିବା ମୁସ୍କିଲ ହୋଇପଡିଛି। ଆଉ ଏହି ନିଶା ବେଳେ ବେଳେ କାହା ଜୀବନ ନେଇଯାଏ, ତାହା ଦେଖିବାକୁ ମିଳିଛି। ଯୁବକ ଜଣକ କ୍ରିକେଟ୍ ଖେଳିବାକୁ କୋଲକାତାରୁ ଆସିଥିଲେ ଦିଲ୍ଲୀ । କିନ୍ତୁ ଛାତିରେ ବଲ୍ ବାଜିବାରୁ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା…

ବିବାହର ଫଟୋ ସେୟାର କଲେ ସଚିନ୍ ତେନ୍ଦୁଲକର, ମୁଣ୍ଡରେ ବାନ୍ଧୁଛନ୍ତି ପଗଡ଼ି

ଅନେକ ଦିନପରେ ସଚିନ୍ ତେନ୍ଦୁଲକରଙ୍କ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି। ଏହି ଭିଡ଼ିଓରେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ସଚିନ୍ ତେନ୍ଦୁଲକର। ଏହି ଭିଡିଓ ସେୟାର କରିଛନ୍ତି ପୂର୍ବତନ କ୍ରିକେଟ୍ ଖେଳାଳୀ ନିଜେ ସଚିନ ତେନ୍ଦୁଲକର। ତାଙ୍କ ବଡ଼ ଭାଇ ନିତିନଙ୍କ ଝିଅ ବିବାହରେ ସେ…

ସଡ଼କ ଦୁର୍ଘଟଣାରେ ଚାଲିଗଲେ ‘ସ୍ଲୋ ଫିଙ୍ଗର ଅଫ ଡେଥ’ ରୁଡି କୋଏରଜେନ୍‌, ଗଲ୍ଫ ଖେଳିବାକୁ ଯାଇ ଆଉ ଫେରିଲେନି

କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । ବିଶ୍ୱ କ୍ରିକେଟ ଇତିହାସର ଲୋକପ୍ରିୟ ଅମ୍ପାୟର ରୁଡି କୋଏରଜେନ୍‌ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ୧୯୯୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ପ୍ରାୟ ୪୦୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଅମ୍ପାୟାରିଂ କରିଥିବା କୋଏରଜେନ୍‌ ସଡକ ଦୁର୍ଘଟଣାରେ ପ୍ରାଣତ୍ୟାଗ…

ଲିଜେଣ୍ଟସ୍‌ ଲିଗ୍‌ କ୍ରିକ୍ରେଟ୍‌ ଟୁର୍ଣ୍ଣାମେଣ୍ଟ ବାହାନାରେ ଭାରତ ମାଟିରେ ଖେଳିବାକୁ ଆସିବେ ପାକ୍‌ ଖେଳାଳି, ଭାରତ…

ସନ୍ନ୍ୟାସ ନେଇସାରିଥିବା କ୍ରିକେଟରଙ୍କ ପାଇଁ ଆୟୋଜିତ ହେଉଥିବା ଲିଜେଣ୍ଟସ୍‌ ଲିଗ୍‌ କ୍ରିକ୍ରେଟ୍‌ ଟି୨୦ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଏଡିସନ୍‌ ଚଳିତବର୍ଷ ଓମାନ ବଦଳରେ ଭାରତରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଟୁର୍ଣ୍ଣାମେଣ୍ଟର ଆୟୋଜକ ଏ ନେଇ ଜୁଲାଇ ୨୩ରେ ଘୋଷଣା କରିଛନ୍ତି। ଆୟୋଜକଙ୍କ…

ଭାରତର ପୂର୍ବତନ ୱିକେଟ୍ କିପରଙ୍କ ଭବିଷ୍ୟବାଣୀ, ଟି -୨୦ ବିଶ୍ୱକପ ୨୦୨୨ ଖେଳିବେ ନାହିଁ ଆର ଅଶ୍ୱିନ୍

ପୂର୍ବତ୍ତନ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ପୂର୍ବାନୁମାନ କରିଛନ୍ତି ଯେ ସେ ଆର ଅଶ୍ୱିନଙ୍କୁ ଟି -୨୦ ବିଶ୍ୱକପ ୨୦୨୨ ରେ ଖେଳିବାକୁ ଦେଖିବାକୁ ଚାହୁଁନାହାଁନ୍ତି । ସେ ଭାରତୀୟ ସ୍ପିନରରେ ପରିବର୍ତ୍ତନ ଚାହୁଁଛନ୍ତି। ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଲେଗ୍…

କ୍ରୁଣାଳ ପାଣ୍ଡ୍ୟାଙ୍କ ଘରେ ଖୁସିର ଲହରୀ, ପତ୍ନୀ ପଙ୍ଖୁରୀ ଜନ୍ମ ଦେଲେ ଶିଶୁପୁତ୍ର

ଭାରତୀୟ କ୍ରିକେଟର କ୍ରୁଣାଳ ପାଣ୍ଡ୍ୟାଙ୍କ ଘରେ ଖୁସିର ଲହରୀ। କ୍ରୁଣାଳ ପାଣ୍ଡ୍ୟାଙ୍କ ପତ୍ନୀ ପଙ୍ଖୁରୀ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ଏ ନେଇ କ୍ରୁଣାଳ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଏବଂ ଫ୍ୟାନମାନଙ୍କ ସହ ଖୁସି ଖବର ସେୟାର କରିଛନ୍ତି। କ୍ରୁଣାଳ ପତ୍ନୀ ପଙ୍ଖୁରୀ ଓ ଶିଶୁପୁତ୍ର…