Browsing Tag

cricketer

ଇଣ୍ଡିଗୋ ବିମାନ ବିଭ୍ରାଟ, କ୍ରିକେଟରଙ୍କ ଟ୍ରାଭେଲ ପ୍ଲାନ ପ୍ରଭାବିତ

ଭୁବନେଶ୍ବର: ଇଣ୍ଡିଗୋ ବିମାନ ବିଭ୍ରାଟ ।  କ୍ରିକେଟରଙ୍କ ଟ୍ରାଭେଲ ପ୍ଲାନ ପ୍ରଭାବିତ ।  ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ କିଛି କ୍ରିକେଟରଙ୍କ ଗସ୍ତ ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି  ।  ଇଣ୍ଡିଗୋ ପରିବର୍ତ୍ତେ ସେମାନେ ଏୟାରଇଣ୍ଡିଆ ବିମାନରେ ଭୁବନେଶ୍ବର ଆସିବେ ବୋଲି ଜଣାପଡ଼ିଛି…

କ୍ୟାନସର ସହିତ ଲଢିଲେ, କେମୋ ଥେରାପିରେ ଅକଥନୀୟ ପୀଡ଼ା ସହିବା ପରେ ମଇଦାନକୁ ଖୁବଶୀଘ୍ର ଫେରିବେ ନିକ୍

ଅଷ୍ଟ୍ରେଲିଆ : କ୍ୟାନସର ସହିତ ଲଢୁଛନ୍ତି ଅଷ୍ଟ୍ରେଲିଆର ୩୩ ବର୍ଷୀୟ କ୍ରିକେଟ ନିକ୍ ମ୍ୟାଡିସନ । ଖେଳାଳି ଜଣକ ଟେଷ୍ଟିକୁଲର କ୍ୟାନସର ସହିତ ଲଢୁଛନ୍ତି । ଆଉ ଖୁବଶୀଘ୍ର ସୁସ୍ଥ ହୋଇ ମଇଦାନକୁ ଫେରିବାକୁ ଚାହୁଁଛନ୍ତି । ୩୩ ବର୍ଷୀୟ ନିକ୍ ୧୨ ବର୍ଷ ପୂର୍ବେ ଭାରତ ବିପକ୍ଷରେ ୨୦୧୩ରେ ରାଜକୋଟରେ…

କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଘଟଣ, ବୋଲିଂ କରୁଥିବାବେଳେ ଚାଲିଗଲା ବୋଲରଙ୍କ ଜୀବନ

ଉତ୍ତର ପ୍ରଦେଶ : କ୍ରିକେଟ୍ ମ୍ୟାଚରେ ଘଟିଲା ବଡ଼ ଅଘଟଣ । ମ୍ୟାଚ୍ ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ । ଶେଷ ବଲ୍ ବୋଲିଂ କଲେ ହଠାତ୍ ପଡ଼ିଗଲେ । ସବୁଦିନ ପାଇଁ ଦୁନିଆ ଛାଡ଼ି ଦେଲେ ବୋଲର । ଉତ୍ତର ପ୍ରଦେଶର ମୋରାଦାବାଦ ରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ବିଲାରିର ଚିନି କଳ ପଡ଼ିଆରେ ଖେଳା…

ରବିନ ଉଥାପ୍ପାଙ୍କୁ ଇଡିର ପଚରାଉଚରା, ଅବୈଧ ବେଟିଂ ଆପ୍ ମାମଲାରେ ଚାଲିଛି ଯାଞ୍ଚ

ନୂଆଦିଲ୍ଲୀ : ଭାରତର ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କୁ ମୁସ୍କିଲ ବଢିବାରେ ଲାଗିଛି । ଇଡିରେ ହାଜର ହେଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ରବିନ ଉଥାପ୍ପା । ନୂଆଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହୋଇଛନ୍ତି ରବିନ ଉଥାପ୍ପା । ଅବୈଧ ବେଟିଂ ଆପ୍ ସହିତ ଜଡ଼ିତ ମନି…

କ୍ରିକେଟ ଫ୍ୟାନ୍ସଙ୍କୁ ବଡ଼ ଝଟକା, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ଆନ୍ଦ୍ରେ ରସେଲ

ନିକୋଲାସ୍ ପୁରନ୍ ପରେ ଆନ୍ଦ୍ରେ ରସେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର କ୍ରିକେଟ ଫ୍ୟାନ୍ସଙ୍କୁ ନିରାଶ କରିଛି । ସେ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଖେଳି…

ଭଉଣୀଙ୍କୁ ସ୍ବତନ୍ତ୍ର ଉପହାର ଦେଲେ ଆକାଶଦୀପ, ଦ୍ବିତୀୟ ଟେଷ୍ଟ ମ୍ୟାଚ ବିଜୟ ପରେ ଭାବବିହ୍ୱଳ ହୋଇ କହିଲେ କିଛି ଏମିତି….

ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ବିଜୟ ହାସଲରେ ଆକାଶ ଦୀପ ବଡ଼ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଜୟ ହାସଲ ପରେ ସେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଭାବପ୍ରବଣ ହୋଇ କହିଛନ୍ତି ଯେ, ଏହି ବିଜୟ ଭଉଣୀଙ୍କୁ ଉପହାର ସଦୃଶ ଦେଇଛନ୍ତି । ଆହୁରି ଅନେକ କିଛି ମଧ୍ୟ…

ମା’ଙ୍କ ସହ କ୍ରିକେଟ ଖେଳୁଛନ୍ତି କ୍ରିକେଟର ଶ୍ରେୟସ ଆୟର, ଭିଡିଓ ହେଉଛି ଭାଇରଲ

ଟିମ୍ ଇଣ୍ଡିଆର ଖେଳାଳି ଶ୍ରେୟସ ଆୟର ଏବଂ ତାଙ୍କ ମା’ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରଲ ହେଉଛି । ଯେଉଁଥିରେ ତାଙ୍କ ମା’ଙ୍କ ସହ ସେ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି । ଆୟରଙ୍କୁ ଆଉଟ୍ କରିବା ପରେ ତାଙ୍କ ମାଆ ଖୁସି ଅନୁଭବ କରୁଛନ୍ତି । ଯାହା ତାଙ୍କ ପ୍ରଶଂସକମାନଙ୍କୁ ଖୁବ୍…

ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂରେ ଇଂଲଣ୍ଡ ଥରହର, ଯୁବ ଦିନିକିଆ ମ୍ୟାଚରେ ୨୪ ଓଭରରେ ଜିତିଲା ଭାରତ

ଇଂଲଣ୍ଡରେ ହଇଚଇ ସୃଷ୍ଟି କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଭାରତର କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨୪ ଓଭରରେ ମ୍ୟାଚ୍ ଶେଷ କରି ଇଂଲଣ୍ଡ ଦଳକୁ ପରାସ୍ତ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ୧୯ ବର୍ଷରୁ କମ୍ ଯୁବ ଦିନିକିଆ କ୍ରିକେଟ୍ ସିରିଜ୍ । ଏହି ପାଞ୍ଚ ମ୍ୟାଚ୍…

କିଂବଦନ୍ତି ସ୍ପିନର୍ ଦିଲୀପ ଦୋଶୀଙ୍କ ପରଲୋକ, ଘରୋଇ କ୍ରିକେଟରେ ସେ ସୌରାଷ୍ଟ୍ର ପାଇଁ ଖେଳିଥିଲେ

ମହାନ କ୍ରିକେଟର ଦିଲୀପ୍ ଦୋଶୀଙ୍କର ସୋମବାର ରାତିରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି । ହୃଦଘାତରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ଜଣାପଡ଼ିଛି । ୧୯୭୯ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଭାରତର ପ୍ରତିନିଧିତ୍ବ କରିଥିବା ଏହି ବାମହାତୀ ସ୍ପିନର ୩୩ ଟେଷ୍ଟ ଓ ୧୫ ଦିନିକିଆ ଖେଳିଥିଲେ । ଘରୋଇ କ୍ରିକେଟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପଛରେ ପକାଇଲେ ଅଭିଷେକ ପାଠକ, ୧୫ ଛକା ସହ ୩୩ ବଲରେ ଶତକ କଲେ

ଚଉଦ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀ, ଯିଏକି ସବୁଠୁ କମ୍ ବୟସରେ IPLରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ମାତ୍ର ୩୫ଟି ବଲରେ ଶତକ ହାସଲ କରି ଧୋନୀଙ୍କୁ ପଛରେ ପକାଇ ଦେଇଥିଲେ । ତେବେ ବୈଭବଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି ଆଉ ଜଣେ ଖେଳାଳି । ଦ୍ରୁତ ଶତକ ହାସଲ କରିବାରେ ଅଭିଷେକ ପାଠକ ବୈଭବଙ୍କୁ…

ଦିବ୍ୟାଙ୍ଗ କ୍ରିକେଟର ବିକ୍ରମଙ୍କ ଦେହାନ୍ତ, ହଠାତ୍ ଅସୁସ୍ଥ ହୋଇ ଘଟିଛି ଏପରି ଅଘଟଣ

କ୍ରିକେଟ୍ ଜଗତରୁ ଆସିଲା ବଡ ଦୁଃଖଦ ଖବର । ଦିବ୍ୟାଙ୍ଗ କ୍ରିକେଟ୍ ଖେଳାଳି ବିକ୍ରମଙ୍କର ଅକାଳ ବିୟୋଗ ଘଟିଛି । ଟୁର୍ଣ୍ଣାମେଣ୍ଟକୁ ଖେଳିବାକୁ ଟ୍ରେନରେ ଯାଉଥିବାବେଳେ ଏପରି ଅଘଟଣ ଘଟଛି । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସୂଚନାନୁଯାୟୀ, ଲୁଧିୟାନାରୁ ଗ୍ବାଲିୟରକୁ କ୍ରିକେଟ୍…

ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ରିକେଟର ଗିରଫ, ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ବନ୍ଧୁ

ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ରିକେଟର ଶିବାଲିକ ଶର୍ମାଙ୍କୁ ଗିରଫ କରିଛି ପୋଲିସ । ଆଇପିଏଲ ଖେଳିଥିବା ପୂର୍ବତନ କ୍ରିକେଟର ଉପରେ ମହିଳା ବନ୍ଧୁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଲାଗିଛି । ଯୁବତୀ ଜଣକ ତାଙ୍କ ସହିତ ନିର୍ବନ୍ଧ କରିଥିବା ମଧ୍ୟ ଖବର ମିଳିଛି । ରାଜସ୍ଥାନର ଯୋଧପୁର କୁଣ୍ଡି…