ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ବୟସ, ୫୭ ବର୍ଷ ବୟସରେ ଚଷମା ପିନ୍ଧି ଟି-20ରେ ଡେବ୍ୟୁ କଲେ କ୍ରିକେଟର
ଇଂରାଜୀରେ ଏକ ଉକ୍ତି ଅଛି "ବୟସ ତ ଗୋଟିଏ ମାତ୍ର ସଂଖ୍ୟା" । ଇଚ୍ଛା ଶକ୍ତି ଯଦି ଥାଏ ସବୁ କିଛି ଏହା ସାମ୍ନାରେ ହାର ମାନିଥାଏ । ୫୭ ବର୍ଷୀୟ କ୍ରିସଚିୟନ ରୋକ୍କା ଯେମିତି ଏହି ଉକ୍ତିଟିକୁ ସତ ପ୍ରତିଶତ ସତ୍ୟ ସାବ୍ୟସ୍ତ କରିଛନ୍ତି । ଗୋଟେ ପଟରେ ବରିଷ୍ଠ ଖେଳାଳିମାନେ ୩୫ ରୁ ୪୦ ବର୍ଷ ହେଲେ…