ଦେବାଶିଷ ଓ ସୁଶ୍ରୀଙ୍କୁ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍ କ୍ରିକେଟର୍ ଅଫ୍ ଦ ଇୟର ପୁରସ୍କାର ପ୍ରଦାନ
ଭୁବନେଶ୍ୱର (କେ ନ୍ୟୁଜ୍) : ୨୦୧୯-୨୦ ବର୍ଷ ପାଇଁ ଆଜି ପ୍ରଦାନ କରାଯାଇଛିୁ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍ କ୍ରିକେଟର୍ ଅଫ୍ ଦ ଇୟର ପୁରସ୍କାର । ପୁରୁଷ ବର୍ଗରେ ଦେବଶିଷ ସାମନ୍ତରାୟ ଏବଂ ମହିଳା ବର୍ଗରେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଆଜି ଭୁବନେଶ୍ୱର ଠାରେ ଏହି ପୁରସ୍କାର ପ୍ରଦାନ…