Browsing Tag

cricketer

IPL ପୂର୍ବରୁ ବିବାହ କଲେ ଏହି ଷ୍ଟାର୍‌ କ୍ରିକେଟର, ପତ୍ନୀଙ୍କ ସାଙ୍ଗରେ କଲେ ଡ୍ୟାନ୍ସ

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ୧୭ଶ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି । ଆଇପିଏଲ୍‌ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟନ୍ସର ଷ୍ଟାର୍‌ କ୍ରିକେଟର ଡେଭିଡ୍‌ ମିଲର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିଜ ଦୀର୍ଘଦିନର ପ୍ରେମିକା…

କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ଶାହବାଜ ନଦୀମ, ଭାରତ ପାଇଁ ଖେଳିଛନ୍ତି ୨ଟି ଟେଷ୍ଟ ମ୍ୟାଚ୍‌

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଆସନ୍ତାକାଲିରୁ ଧର୍ମଶାଳାରେ ଆରମ୍ଭ ହେବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ସ୍ପିନର ଶାହବାଜ ନଦୀମ କି୍ରକେଟରୁ ସନ୍ନ୍ୟାସ ନେଇଛନ୍ତି । ନଦୀମ ସମସ୍ତ କ୍ରିକେଟ ଫର୍ମାଟରୁ ଅଲବିଦା ନେଇଛନ୍ତି । ଶାହବାଦ ନଦୀମ…

ତୃତୀୟ ଥର ବାପା ହେଲେ କେନ ଓ୍ଵିଲିୟମସନ, କନ୍ୟା ସନ୍ତାନ ଜନ୍ମ ଦେଲେ ପାର୍ଟନର ସାରା

ନ୍ୟୁଜିଲାଣ୍ଡ ଟିମର ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ କେନ ଓ୍ଵିଲିୟମସନ ତୃତୀୟ ଥର ବାପା ହୋଇଛନ୍ତି । ତାଙ୍କ ପାର୍ଟନର ସାରା ରହିମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କେନ ଓ୍ଵିଲିୟମସନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଖୁସି ଖବର ଜଣାଇଛନ୍ତି । ପୂର୍ବରୁ କେନ ୨ଟି ପିଲାର ବାପା…

ବିବାହ କଲେ ଏହି IPL ଖେଳାଳି, ପତ୍ନୀଙ୍କ ସାଙ୍ଗରେ ହେଲେ ରୋମାଣ୍ଟିକ୍‌

IPLରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ତଥା କର୍ଣ୍ଣାଟକର କ୍ରିକେଟର ପ୍ରବୀଣ ଦୁବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଯାହାଙ୍କୁ ନିଜର ଜୀବନସାଥୀ କରିଛନ୍ତି, ତାଙ୍କ ନାମ ମୁନ ଦୁବେ । ଫେବୃୟାରୀ ୭ରେ ପ୍ରବୀଣଙ୍କର ଇନ୍‌ଷ୍ଟା ପୋଷ୍ଟ ମୁତାବକ, ସେ ଛତିଶଗଡ଼ର ରାୟପୁରରେ ବିବାହ…

ଅଯୋଧ୍ୟାରେ ପହଞ୍ଚିଲେ ଏହି ଷ୍ଟାର କ୍ରିକେଟର, ସେୟାର କଲେ ଫଟୋ ଓ ଭିଡିଓ

ଅଯୋଧ୍ୟାରେ ଆସନ୍ତାକାଲି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହା ପୂର୍ବରୁ ସାରା ଦେଶରୁ ଅଯୋଧ୍ୟାକୁ ଛୁଟୁଛନ୍ତି ରାମଭକ୍ତ । ଏହାରି ଭିତରେ ଭାରତୀୟ ଟିମ୍‌ର ଦୁଇଜଣ ପୂର୍ବତନ ଷ୍ଟାର କ୍ରିକେଟର ଅଯୋଧ୍ୟାରେ ପହଞ୍ଚିଛନ୍ତି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ…

ଇଂଲଣ୍ଡ କ୍ରିକେଟରଙ୍କ ୨ ବର୍ଷର ଶିଶୁକନ୍ୟା ମୃତ, ବାତ ରୋଗରେ ଥିଲେ ପୀଡିତ

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଇଂଲଣ୍ଡ କ୍ରିକେଟର ମେଟ୍ ଡନଙ୍କ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି ।ଛୋଟ ଝିଅର ଫଲୋରେନ୍ସ ଓ ବୟସ ମାତ୍ର ୨ ବର୍ଷ ବୋଲି ଜଣାପଡିଛି । ମେଟ୍‌ ଡନ ଇନଷ୍ଟାଗ୍ରାମରେ ଝିଅଙ୍କ ଫଟୋ ପୋଷ୍ଟ କରି ସେମାନଙ୍କ ସହିତ ଘଟିଯାଇଥିବା ଏହି ଦୁଃଖଦ ଘଟଣା ବିଷୟରେ…

ଗୁଜରାଟ: କ୍ରିକେଟ୍‌ ହେଲା କାଳ! ରାଜକୋଟ୍‌ ଓ ସୁରଟରେ ହୃଦଘାତରେ ୨ ଖେଳାଳିଙ୍କ ମୃତ୍ୟୁ

ଗୁଜରାଟର ରାଜକୋଟ ଏବଂ ସୁରଟରେ ହୃଦଘାତରେ ୨ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ସୁରଟରେ ଶନିବାର କ୍ରିକେଟ୍ ଖେଳିବା ପରେ ୨୭ ବର୍ଷୀୟ ପ୍ରଶାନ୍ତ କାନ୍ତିଭାଇ ଭରୋଲିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର…

ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ଙ୍କର ଭୟଙ୍କର ଦୁର୍ଘଟଣା; ଏୟାରଲିଫ୍ଟ କରି ନିଆଗଲା ହସ୍ପିଟାଲ

ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ ଭୟଙ୍କର କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଏକ ଟେଲିଭିଜନ ଶୋ’ ‘ଟପ୍‌ ଗିୟର’ ପାଇଁ ଶୁଟିଂ କରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲ ନିଆଯାଇଥିଲା। ବ୍ରିଟିଶ…

‘ମ୍ୟାଚ୍‌ ପୂର୍ବରୁ ମୋ ସହିତ କଫି ପିଇଥିଲେ ସୂର୍ଯ୍ୟକୁମାରଙ୍କ ଭଳି ଶତକ ମାରି ଥାଆନ୍ତ’, ମ୍ୟାଚ୍‌ରେ ଫ୍ଲପ୍‌ ହେବା ପରେ…

ଟିମ୍ ଇଣ୍ଡିଆ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬୫ ରନରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗରେ ରହିଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ ନମ୍ବର ୪ରେ ବ୍ୟାଟିଂ ପାଇଁ ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ଫ୍ଲପ୍…

ଜାଣନ୍ତୁ କିଏ ସେହି ପାକିସ୍ତାନୀ ଅଭିନେତ୍ରୀ, ଯାହାଙ୍କ ସହ ଜଡ଼ିତ ସାନିଆ ମିର୍ଜାଙ୍କ ସ୍ୱାମୀଙ୍କ ନାମ

ନଭେମ୍ବର ୨୦୨୧ ରେ, ପାକିସ୍ତାନୀ କ୍ରିକେଟର ତଥା ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲିକ ଏକ ଫଟୋସୁଟ କରିଥିଲେ। ଏଥିରେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଓମାର ତାଙ୍କ ସହ ଥିଲେ। କୁହାଯାଉଛି ଯେ ଆୟେଶା ଉମର ହେଉଛନ୍ତି ସେହି ମହିଳା ଯାହାଙ୍କ କାରଣରୁ ସାନିଆଙ୍କ ଘର ଭାଙ୍ଗିଛି। ତେବେ କିଏ ଏହି…

ପରାଜୟକୁ ଗ୍ରହଣ କରିପାରିଲା ନାହିଁ ବାଂଲାଦେଶ, କୋହଲିଙ୍କ ନାଁରେ ଆଣିଲା ସାଂଘାତିକ ଅଭିଯୋଗ

ଟି -୨୦ ବିଶ୍ୱକପ ୨୦୨୨ ପାଇଁ ବୁଧବାର ଭାରତ ଏବଂ ବାଂଲାଦେଶ (ଭାରତ ବନାମ ବାଂଲାଦେଶ) ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୫ ରନ୍ ରେ ଜିତିବାରେ ସଫଳ ହୋଇଥିଲା। କିନ୍ତୁ ଏହି ମ୍ୟାଚ୍ ପରଠାରୁ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ 'ନକଲି ଫିଲ୍ଡିଂ' ଅଭିଯୋଗ…

ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ କାଠମାଣ୍ଠୁ ବିମାନ ବନ୍ଦରରୁ ଗିରଫ; ନାବାଳିକା ଦୁଷ୍କର୍ମ ନେଇ ରହିଛି…

ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ଉପରେ ୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ରହିଥିଲା। ଲାମିଛାନେ ପ୍ରଥମେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସମସ୍ତ…