Browsing Tag

crime

ମୁହଁକୁ ସ୍ପ୍ରେ ମାରିଲେ ଚଟାପଟ୍ ସୁନା ଚେନ୍ ନେଇ ଫେରାର ମାରିଲେ

କେନ୍ଦୁଝର (କେନ୍ୟୁଜ) : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଟାଉନ ଥାନା ମାଇନିଂ ରୋଡ୍ ରେ ଦିନ ଦ୍ୱିପ୍ରହରରେ ଲୁଟ୍ । ମହିଳାଙ୍କ ମୁହଁରେ ତୈଳ ପଦାର୍ଥ ସ୍ପ୍ରେ କରି ଲୁଟ୍ କରିଥିବା ସୂଚନା ।…

ରାଜଧାନୀରେ ଥମୁନି ଅପରାଧ, ସାମାନ୍ୟ ବଚସାରୁ କଟିଲା ତଣ୍ଟି

ଭୁବନେଶ୍ବର: ରାଜଧାନୀରେ ଥମୁନି ଅପରାଧ । ସାମାନ୍ୟ ବଚସାରୁ କଟିଲା ତଣ୍ଟି । ହୋଟେଲ ରୋଷେୟାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ହେଲପର । ଭୁବନେଶ୍ବର ପଟିଆ ଷ୍ଟେସନ ନିକଟର ଅଭାବନୀୟ ଘଟଣା । ଗୁରୁତର ମିସ୍ତ୍ରୀ ହେଲେ ଆଶିଷ ମହାନ୍ତି । ଗତକାଲି ବିଳମ୍ବିତ ରାତିରେ କୌଣସି ଏକ ସାମାନ୍ୟ ବଚସାରୁ…

ବିଦ୍ୟାଳୟ ଭିତରେ ଅନୈତିକ କାର୍ଯ୍ୟ ବେଳର ଭିଡିଓ ଭାଇରାଲ, ଥାନାରେ ଅଭିଯୋଗ

କାକଟପୁର (କେନ୍ୟୁଜ୍) :ପୁରୀ ଜିଲ୍ଲା କାକଟପୁର ଥାନା ଅଂଚଳରେ ଲଜ୍ୟା। କାକଟପୁର ଥାନା ଅଂଚଳରେ ଏକ ବାଳିକା ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ମଧ୍ୟରେ ଜଣେ ଅବସରପ୍ରାପ୍ତ ପିଅନ ଅନୈତିକ ସମ୍ପର୍କ ରଖୁଥିବାର ଭିଡିଓ ଭାଇରାଲ ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ…

ନୟାପଲ୍ଲୀ ବବଲୁ ହତ୍ୟାକାଣ୍ଡ : ରାସ୍ତା ରୋକ କଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ବର : ଘର ସାମ୍ନାରେ ବବଲୁଙ୍କୁ ହତ୍ୟା ଘଟଣା ନେଇ ପ୍ରତିବାଦ । ଭୁବନେଶ୍ବର ଆଠ ନମ୍ବର ଡିଏଭି ସିଆରପି ଛକ ରାସ୍ତା ଅବରୋଧ। ହତ୍ୟାକାରୀଙ୍କୁ ଗିରଫ ଦାବିରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଘଟଣା ସ୍ଥଳରେ ଜୋନାଲ ଏସିପି ବିଶ୍ବଜିତ ସେନାପତି, ଜୋନ-୫ ଏସିପି ଲୋକଙ୍କୁ…

୩ କୋଟି ବୀମା ଟଙ୍କା ପାଇଁ ଷଡ଼ଯନ୍ତ୍ର, ବାପର ଜୀବନ ନେଇଗଲେ ୨ ପୁଅ

ବୀମା ଟଙ୍କା ପାଇଁ ଷଡ଼ଯନ୍ତ୍ର । ବାପକୁ ଶେଷ କରିଦେଲେ ଦୁଇ ପୁଅ । ୩ କୋଟି ଟଙ୍କା ହାତେଇବା ପାଇଁ ପ୍ଲାନ୍ ଥିଲା । ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବୀମା ଟଙ୍କା ଲୋଭରେ ରକ୍ତ ସମ୍ପର୍କ ଭୁଲିଗଲେ ପୁଅ । ଯେଉଁ ବାପ କୋଳେଇ କାଖେଇ ବଡ଼ କରିଥିଲା ସେଇ ବାପାକୁ ମାରିଦେଲେ । ହତ୍ୟାକାଣ୍ଡକୁ…

ଦୁନିଆର ଏଭଳି ଏକ ଦେଶ ଯେଉଁଠାରେ ନାହିଁ ଅଛି କୌଣସି ଜେଲ ନାହିଁ ଅପରାଧୀ

ଆପଣ ଏକ ଏଭଳି ଦେଶର କଳ୍ପନା କରନ୍ତୁ ଯେଉଁଠାରେ କୌଣସି ଜେଲ ନାହିଁ, କୌଣସି ଅପରାଧ ନାହିଁ, କୌଣସି ଚୋରି ନାହିଁ, ମାରପିଟ ନାହିଁ, କେବଳ ଶାନ୍ତି ଏବଂ ସୁରକ୍ଷାର ବାତାବରଣ ରହିଛି । ଆପଣ ଭାବୁଥିବେ ସତରେ କଣ ଏହା ସମ୍ଭବ । କିନ୍ତୁ ପ୍ରକୃତରେ ଦୁନିଆରେ ଏଭଳି ଏକ ଦେଶ ରହିଛି । ଏହି ଦେଶ ଏତେ…

ମା’ ଭୁଲିଗଲା ମମତା, ସମଲିଙ୍ଗୀ ସମ୍ପର୍କ ପାଇଁ ପୁଅର ଜୀବନ ନେଲା

ସମଲିଙ୍ଗୀ ସମ୍ପର୍କ ପାଇଁ ଉଜୁଡ଼ିଲା ସଂସାର । ସମ୍ପର୍କରେ କଣ୍ଟା ସାଜୁଥିଲା ପୁଅ । ୫ ମାସର ପୁଅକୁ ରାସ୍ତାରୁ ହଟାଇଲା ମା’ । ମହିଳା ସାଥୀ ପାଇଁ ମା’ ଭୁଲିଗଲା ମମତା । ସ୍ବାମୀ ସୁରେଶ କାମକୁ ଗଲା ପରେ ମହିଳା ସାଥିକୁ ଭେଟୁଥିଲେ ସୁରେଶଙ୍କ ସ୍ତ୍ରୀ ଭାରତୀ । ଦୁଇ ଜଣ ମହିଳାଙ୍କ ଭିତରେ ଏମିତି…

କଣ୍ଟ୍ରାକ୍ଟ କିଲର ସାହାଯ୍ୟରେ ଭିଣେଇକୁ ମାରିଲା ଶାଳୀ, ଭିଡ଼ିଓ ରଖି କରୁଥିଲା ବ୍ଲାକମେଲିଂ

ବିବାହ ପୂର୍ବରୁ ଭିଣେଇ ସହ ଅବୈଧ ସମ୍ପର୍କ ରଖିଥିଲା ଶାଳୀ । ବାହା ହୋଇଗଲା ପରେ ଆରମ୍ଭ ହେଲା ସମସ୍ୟା । ଭିଡିଓ ରଖି ବାରମ୍ବାର ଶାଳୀକୁ ବ୍ଲାକମେଲ୍ କରୁଥିଲା ଭିଣେଇ । ଏଥିରେ ଅତିଷ୍ଠ ହୋଇଗଲା ଶାଳୀ ଆଉ ସବୁଦିନ ପାଇଁ ଭିଣେଇକୁ ରାସ୍ତାରୁ ହଟାଇବା ପାଇଁ ଚିନ୍ତା କଲା । ଠିକ୍ କଲା କଣ୍ଟ୍ରାକ୍ଟ…

ଶୋଇଥିବା ଅବସ୍ଥାରେ ବୃଦ୍ଧ ବାପାକୁ ଆକ୍ରମଣ କଲା ପୁଅ, ବାପା ମୃତ

ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା । ସବୁ ସୀମା ପାର କରି ନିର୍ମମ ଭାବେ ହତ୍ୟା କଲା ନିଜ ବାପାକୁ । ମୋତେ ବଞ୍ଚାଓ ବଞ୍ଚାଓ କହି ଆକୁଳ ଚିତ୍କାର କରୁଥିଲା ବାପା କିନ୍ତୁ ଶୁଣିଲାନି ଏ ନରହନ୍ତା ପିଶାଚ । ହଁ ଦର୍ଶକବନ୍ଧୁ, ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀୟ ବୃଦ୍ଧ ବାପାର ମୃତ୍ୟୁ ।…

କେରଳରେ ସ୍ତ୍ରୀ ମାରି ପଶ୍ଚିମବଙ୍ଗ ପଳାଉଥିଲା, ରେଳ ଷ୍ଟେସନରେ ପୋଲିସ ଧରିଲା

ସ୍ତ୍ରୀକୁ ମାରି କେରଳରେ ପୋତିଦେଲା ସ୍ୱାମୀ । ଆଉ ତା'ପରେ ଲୁଚି ପଶ୍ଚିମବଙ୍ଗ ପଳାଇବାକୁ ବାହାରିଥିଲା ହେଲେ ରେଳ ଷ୍ଟେସନରେ ପୋଲିସ ତାକୁ କାବୁ କଲା । ପ୍ରଥମେ ସ୍ତ୍ରୀକୁ ରଡ଼ରେ ମାରିଲା ଆଉ ତା'ପରେ ମାଟି ଖୋଳି ପୋତିଲା । ତିନିଦିନ ପରେ ପୋଲିସକୁ ଯାଇ ସ୍ୱାମୀ କହିଲା ମୋ ସ୍ତ୍ରୀ ନିଖୋଜ…

ଚାନ୍ଦବାଲିରେ କୁକୁଡ଼ା ମାଲିକ ହତ୍ୟା ମାମଲାର ପର୍ଦ୍ଦାଫାସ, ବନ୍ଧା ହେଲେ ବିଜନେସ ପାର୍ଟନର

ଚାନ୍ଦବାଲି: ଚାନ୍ଦବାଲିରେ କୁକୁଡ଼ା ମାଲିକ ହତ୍ୟା ମାମଲାର ପର୍ଦ୍ଦାଫାସ । ଟଙ୍କା ପାଇଁ ବିଜନେସ ପାର୍ଟନରକୁ ହତ୍ୟା କଲା ସାଙ୍ଗ । ହତ୍ୟାକାରୀ ମାନିଲେ ମାରିଛନ୍ତି ବୋଲି । ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ।…

ବେକରେ ପଡ଼ିଲା ଚୋଟ ହେଲେ କ୍ଷତ ଚିହ୍ନ ଗଲା କୁଆଡ଼େ ? ଏକ ଆଚମ୍ବିତ ଘଟଣାକୁ ନେଇ ଜୋର୍ ଚର୍ଚ୍ଚା

ବଡ଼ ଏକ ଅଜବ ଘଟଣା ଘଟିଛି । ଯାହାକୁ ନେଇ ଏବେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଖୁବ୍ ଚର୍ଚ୍ଚା ଓ ଆଲୋଚନା । ଘଟଣାଟି ଯଦିଓ ଭଲ ନୁହେଁ ତଥାପି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ଆଉ କହୁଛନ୍ତି ଏମିତି କଣ ଘଟି ପାରେ ? ଆମେ ଏହି ଘଟଣାର ସ୍ଥାନ କାଳ ଓ ପାତ୍ରଙ୍କ ନାମ ଗୋପନ ରଖିବାକୁ ବାଧ୍ୟ ହେଉଛୁ ।…