ଧର୍ମଶାଳାରେ କଟକ କ୍ରାଇମବ୍ରାଞ୍ଚ ଟିମ୍, ୨୦ଲକ୍ଷ ଟଙ୍କା ଜବତ
ଭୁବନେଶ୍ବର: ଧର୍ମଶାଳାରେ କଟକ କ୍ରାଇମବ୍ରାଞ୍ଚ ଟିମ୍ । ସାଇବର ଠକେଇ ମାମଲାରେ ଚଢ଼ାଉ କରିଛି କ୍ରାଇମବ୍ରାଞ୍ଚ । ଧର୍ମଶାଳା ବ୍ଲକ ତରଞ୍ଜିଆ ପଂଚାୟତ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢାଉ ହୋଇଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା । ପାଖାପାଖି ୨୦ଲକ୍ଷ ଟଙ୍କା ଜବତ ହୋଇଛି । ଏବେବି…