Browsing Tag

crime-branch team

ନବ ଦାସ ହତ୍ୟା ମାମଲା : କିଛି ସମୟ ପରେ JMFC କୋର୍ଟରେ ଦାଖଲ ହେବ ଚାର୍ଜସିଟ

ଝାରସୁଗୁଡ଼ା (କେନ୍ୟୁଜ): ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଖୋଲିବ ମର୍ଡର ମୋଟିଭ୍‌ । କିଛି ସମୟ ପରେ ଦାଖଲ ହେବ ପ୍ରିଲିମିନାରୀ ଚାର୍ଜସିଟ୍‌ । ଏଥିପାଇଁ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ । ଜେଏମଏଫସି କୋର୍ଟରେ ଦାଖଲ ହେବ । ଚାର୍ଜସିଟରେ ରହିଛି ଅନେକ ସାଂଘାତିକ ସତ । ନବଙ୍କୁ…

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୪ଟି ଟିମ୍

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । କିଛି ସମୟ ତଳେ କ୍ରାଇମବ୍ରାଞ୍ଚର ଏକ ଟିମ ବଲାଙ୍ଗିର ଯାଇଛି । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ତନାଘନା କରିବ। ଏବେ…

ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚର ଛାନଭିନ୍ : ସ୍ତ୍ରୀ ଓ ପୁତୁରାଙ୍କୁ ପଚରା ଉଚରା

ବହ୍ମପୁର (କେନ୍ୟୁଜ): ନବ ଦାସ ହତ୍ୟାକାରୀ ଗୋପାଳ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ୍‌ର ଛାନ୍‌ବିନ୍‌ । ଗୋପାଳ ଦାସର ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଘରେ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ଖୋଳତାଡ଼ କରିଛି । ଗୋପାଳ ସ୍ତ୍ରୀ ଓ ଅନ୍ୟ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା ଟିମ୍‌ । ଗୋପାଳଙ୍କ…

୨୪ ଘଣ୍ଟା ପରେ ବି ଜଣାପଡି ନାହିଁ ନବ ଦାସଙ୍କ ହତ୍ୟାକାଣ୍ଡର ଅସଲ କାରଣ, ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କୁ ହତ୍ୟା ଘଟଣାକୁ ଦୁଇ ଦିନ ବିତିଲାଣି । ତଥାପି ଜଣା ପଡ଼ିନି କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ କୃଷ୍ଣ ଦାସ ? ଏହା ପଛର କାରଣ କ'ଣ ? ଏହି ପ୍ରଶ୍ନ ଏଯାଏ କେବଳ ପ୍ରଶ୍ନବାଚୀ ହୋଇ ରହିଛି । କ୍ରାଇମବ୍ରାଞ୍ଚର ପଚରାଉଚରାରେ ଅଭିଯୁକ୍ତ…

ବ୍ରଜରାଜନଗରରେ ତଦନ୍ତ ପାଇଁ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍, ଅଭିଯୁକ୍ତ ଏଏସଆଇଙ୍କୁ କରିବ ପଚରାଉଚୁରା

ଝାରସୁଗୁଡା (କେନ୍ୟୁଜ): ବ୍ରଜରାଜନଗର ଅଭିମୁଖେ ଗଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ଯାଇଛନ୍ତି। ଟିମରେ ୯ ଜଣ ସଦସ୍ୟ ସାମିଲ ରହିଛନ୍ତି । ଟିମର ୪ ସଦସ୍ୟ ହେଲିକପ୍ଟର ଯୋଗେ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଅନ୍ୟ ଗୋଟିଏ ୫…

ରାୟଗଡ଼ା ହୋଟେଲରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାରେ ପୁଟିନଙ୍କ ସମାଲୋଚକ ତଥା ରାଜନେତା ଓ ଅନ୍ୟଜଣଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ଘଟଣାର ତଦନ୍ତରେ ସହାୟତା କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଆବଶ୍ୟକ ପଡ଼ିଲେ ପୂର୍ଣ୍ଣାଙ୍ଗ କ୍ରାଇମବ୍ରାଞ୍ଚ ତଦନ୍ତ…

ମାନସ ହତ୍ୟା ମାମଲା : ସତ ଓଗାଳିଲା ରଞ୍ଜନ ; ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ହୋଇଥିଲା ଉଦ୍ୟମ

ଭଦ୍ରକ (କେନ୍ୟୁଜ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍‌ ଜେରା। ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ନୂଆ ସୁରାକ୍‌। ମର୍ଡର ମିଷ୍ଟ୍ରିରେ କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। କ୍ରାଇମବ୍ରାଞ୍ଚ…

ରାଉରକେଲା ମୋଚିକୁଦା ଗାଁରେ କ୍ରାଇମବ୍ରାଞ୍ଚ ଟିମ୍, ବେଆଇନ ଖଣି ଖନନ କରି ବିକ୍ରି କରିବା ଅଭିଯୋଗରେ ତଦନ୍ତ ଆରମ୍ଭ

ରାଉରକେଲା ବିଶ୍ରା ବ୍ଲକ୍ ମୋଚିକୁଦା ଗାଁରେ କ୍ରାଇମବ୍ରାଞ୍ଚ ଟିମ୍ । ବେଆଇନ ଖଣି ଖନନ କରି ବିକ୍ରି କରିବା ଅଭିଯୋଗରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଚାଷ ଜମି ନିକଟରେ ଥିବା ପଥର ପାହାଡ଼ ଖଣିକୁ ଖନନ କରି ଜଣେ ବ୍ୟକ୍ତି ଦୀର୍ଘ ୧୦ ବର୍ଷ ହେବ କୋଟି କୋଟି ଟଙ୍କାର ବେପାର କରିଆସୁଥିବା…