Browsing Tag

crime branch

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଖୋଲିବ ରହସ୍ଯ, ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା। ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଟ୍ଵିଟ୍‌ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ମାମଲାର ତଦନ୍ତ କରୁଥିଲା ଭୁବନେଶ୍ୱର GRP । ତେବେ ମୃତ୍ୟୁର ମାସେ ପୁରିବାକୁ ବସିଲାଣି ହେଲେ…

ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା, କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ…

ରାଉରକେଲା : ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା ।  ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଆଜି ସୁନ୍ଦରଗଡ଼ ଯାଇ ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।…

ବିଦେଶୀ ସେକ୍ସ ର‍୍ୟାକେଟ ଘଟଣା:ଗିରଫ ବାଂଲାଦେଶୀ ଦମ୍ପତି ଆଜି କୋର୍ଟରେ ହେବେ ହାଜର, ରିମାଣ୍ଡରେ ନେବାକୁ ଆବେଦନ କରିବ…

ଭୁବନେଶ୍ୱର(କେନ୍ୟୁଜ୍): ବିଦେଶୀ ସେକ୍ସ ର‍୍ୟାକେଟର ଖୋଲିବ ଗୁମର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ବନ୍ଧା ହୋଇଥିବା ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି ଓ ତାର ସ୍ୱାମୀ ଇବ୍ରାହିମ୍‌କୁ ଆଜି କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ…

ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣା, କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଘଙ୍ଗାପାଟଣା (କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ । ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣାରେ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୧୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ୨୦୧୪…

କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ଥାନା ଆଇଆଇସି, ଖଣି ମାଫିଆଙ୍କ ସହ ସଂପର୍କ ନେଇ ହୋଇଥିଲା ନୋଟିସ୍

ଖୋର୍ଦ୍ଧା(କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ଥାନା ଆଇଆଇସି ବିକ୍ରମ ଜେନା। ଖୋର୍ଦ୍ଧାରେ ବେଆଇନ ପଥର ଖଣି ମାଫିଆଙ୍କ ସହ ସଂପର୍କ ନେଇ ତାଙ୍କୁ ଏସଟିଏଫ ନୋଟିସ ହୋଇଥିଲା। ବ୍ୟକ୍ତିଗତ ଭାବେ ହାଜର ପାଇଁ ହୋଇଥିଲା ନୋଟିସ। ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ…

କ୍ରାଇମବ୍ରାଞ୍ଚ ଜାଲରେ ଅନୁଗୁଳ କୋପରେଟିଭ ବ୍ୟାଙ୍କର ୨ କର୍ମଚାରୀ

ଅନୁଗୁଳ (କେନ୍ୟୁଜ୍) :କ୍ରାଇମ ବ୍ରାଞ୍ଚ ଜାଲରେ ଅନୁଗୁଳ କୋପରେଟିଭ ବ୍ୟାଙ୍କ୍ର ଦୁଇ କର୍ମଚାରୀ । ଅର୍ଥ ହେରଫେର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ କର୍ମଚାରୀ ହେଲେ ପରଜଙ୍ଗ ବ୍ରାଞ୍ଚ ସୁପରଭାଇଜର ଶାନ୍ତନୁ କୁମାର ବରାଳ ଓ କାମାକ୍ଷାନଗର ବ୍ରାଞ୍ଚ ଏକ୍ସ ଆକାଉଣ୍ଟାଣ୍ଟ ସହଦେବ…

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ପୁଣି ସରକାରୀ ଅଫିସରେ ପଞ୍ଝା ମାରିଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା : କେନ୍ଦ୍ରାପଡା ଏସ୍‌ଡିପିଓ ଅଫିସରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ଦୁଇ ଜଣିଆ ଟିମ୍‌ । ଟିଟୋ ଲିଙ୍କ୍‌ରେ ବିଭିନ୍ନ ସରକାରୀ ଅଫିସର ଓ ଠିକାଦାରଙ୍କୁ ପଚରାଉଚରା । ଟେଣ୍ଡର ଫିକ୍ସିଂକୁ ନେଇ କେନ୍ଦ୍ରାପଡା ପୂର୍ତ୍ତ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି, ଉଠା…

କୋଟିପତି ଟିଟୋ ! ରାଜ୍ୟ ବାହାରେ ବି ବିପୁଳ ସମ୍ପତ୍ତି , ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ ଶହଶହ କୋଟି ଟଙ୍କା ସମ୍ପତ୍ତିର ମାଲିକ । କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ତା'ର ବିପୁଳ ସମ୍ପତି ରହିଛି । କୋଲକାତାରେ ଦେଢ଼କୋଟି ଟଙ୍କାର ଜମି, ବେଙ୍ଗାଲୁରୁରେ ରହିଛି ହୋଟେଲ ଓ ଡ୍ରେସ୍‌ ଦୋକାନ । ୧୫ରୁ ଅଧିକ ବିଳାସମୟ ଗାଡ଼ି ସାଙ୍ଗକୁ ୨୦୦ରୁ ଅଧିକ…