Browsing Tag

crime in ganjam

ସନ୍ଦେହ ଜନକ ଅବସ୍ଥାରେ ମିଳିଲା ମା’ ପୁଅଙ୍କ ମୃତଦେହ, ରହସ୍ୟ ଖୋଜୁଛି ପୋଲିସ୍‌

ଗଞ୍ଜାମ (କେନ୍ୟୁଜ୍‌) :ଘର ଭିତରୁ ଦୁଇଟି ମୃତଦେହ ଉଦ୍ଧାର କରିଛି ପୋଲିସ୍‌ । ମା’ ସହ ପର ପାରିକୁ ଚାଲିଯାଇଛି ଛଅ ବର୍ଷର ଶିଶୁ । କେମିତି ମା’ ଓ ଶିଶୁ ପୁତ୍ରର ମୃତ୍ୟୁ ହେଲା ସେ ବିଷୟରେ କାହାକୁ କିଛିି ବି ଜଣାନାହିଁ । ରାତିରେ ଶୋଇଥିଲେ ମା’ ପୁଅ କିନ୍ତୁ ସକାଳୁ ମିଳିଲା ଦୁଇ ଜଣଙ୍କ…

ବୁଗୁଡ଼ା ସିମାଞ୍ଚଳ ମାର୍ଗରେ ବନ୍ଦ ଘରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ, ବୁଗୁଡ଼ା ସହରର ସିମାଞ୍ଚଳ ମାର୍ଗରେ ଅଭାବନୀୟ ଘଟଣା ନଜରକୁ ଆସିଛି । ଗୋଟିଏ ଘରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସ୍ବାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିବା ବେଳେ ସ୍ତ୍ରୀର ମୃତଦେହ ଘରର ଚଟାଣ ଉପରେ…

ଗଞ୍ଜାମ: ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଆକ୍ରମଣ , ତିନି ଗୁରୁତର

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁରରେ ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର ତିନି ଜଣ ଲହୁଲୁହାଣ ହୋଇଛନ୍ତି । ଗ୍ରାମର ଠାକୁରାଣୀ ମନ୍ଦିର ପଛପଟେ ରହୁଥିବା ରାମ ତରେଇଙ୍କ ଘରେ ବିନୋଦ ତରେଇଙ୍କ ପରିବାର ଲୋକେ ପଶି ଧାରୁଆ ଅସ୍ତ୍ର ଦ୍ୱାରା…

ପୋଲସରା କଳମ୍ବ ବଡସାହିରେ ବାପାକୁ ପିଟି ପିଟି ହତ୍ଯା କଲେ ଦୁଇ ପୁଅ, ଗୁରୁତର ଅବସ୍ଥାରେ ମା ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ବଡସାହିରେ ଘଟିଛି ଅଭାବନୀୟ ଘଟଣା । ନିଜ ବାପାଙ୍କୁ ମରଣାସ୍ତ୍ରରେ ପିଟି ପିଟି ହତ୍ଯା କରିଛନ୍ତି ଦୁଇ ପୁଅ । ଏହା ସହ ମାଙ୍କୁ ମଧ୍ଯ ଆକ୍ରମଣ କରି ଗୁରୁତର କରିଛନ୍ତି ଦୁଇ ପୁଅ । ତେବେ ହତ୍ଯାକାଣ୍ଡର କାରଣ ଜଣାପଡିନଥିବାବେଳେ ପାରିବାରିକ କହଳ…