ଆଉ ଏକ ଅନର କିଲିଂ: ଅନ୍ୟ ଧର୍ମର ପୁଅକୁ ଭଲ ପାଇବାରୁ ଝିଅକୁ ଜିଅଁନ୍ତା ଜାଳିଦେଲେ ପରିବାର ଲୋକେ
ଉତ୍ତର ପ୍ରଦେଶରେ ଅନର କିଲିଂର ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ପରିବାର ଲୋକ ହିଁ ଟଙ୍କା ଦେଇ ନିଜ ଝିଅକୁ ଜିଅଁନ୍ତା ଜଳାଇ ଦେଇଛନ୍ତି। ଘଟଣା ଘଟିଛି ସନ୍ଥ କବୀର ନଗରରେ। ଯୁବତୀ ଜଣେ ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ଭଲ ପାଉଥିବାରୁ ପରିବାର ଲୋକ ନିଜ ଝିଅକୁ ହିଁ…