Browsing Tag

crime in odia

ଆଉ ଏକ ଅନର କିଲିଂ: ଅନ୍ୟ ଧର୍ମର ପୁଅକୁ ଭଲ ପାଇବାରୁ ଝିଅକୁ ଜିଅଁନ୍ତା ଜାଳିଦେଲେ ପରିବାର ଲୋକେ

ଉତ୍ତର ପ୍ରଦେଶରେ ଅନର କିଲିଂର ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ପରିବାର ଲୋକ ହିଁ ଟଙ୍କା ଦେଇ ନିଜ ଝିଅକୁ ଜିଅଁନ୍ତା ଜଳାଇ ଦେଇଛନ୍ତି। ଘଟଣା ଘଟିଛି ସନ୍ଥ କବୀର ନଗରରେ। ଯୁବତୀ ଜଣେ ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ଭଲ ପାଉଥିବାରୁ ପରିବାର ଲୋକ ନିଜ ଝିଅକୁ ହିଁ…

ଛିଃ ଏତେ ନୃଶଂସ! ବିଛଣାରେ ପରିସ୍ରା କରିଦେବାରୁ ୫ ବର୍ଷର ପୁତୁରାକୁ ପିଟିପିଟି ମାରିଦେଲା ବଡ଼ ମା’

ବିଛଣାରେ ପରିସ୍ରା କରି ଦେବାରୁ ପୁତୁରାକୁ ପିଟି ପିଟି ମାରି ଦେଲା ବଡ଼ ମା’। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଫରୁଖାବାଦରେ। ଏଠାରେ ମା’ନ ଥିବା ଏକ ପୁଅକୁ ବଡ଼ ମା’ ବାଡ଼େଇ ବାଡ଼େଇ ମାରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣା ବାବଦରେ ଜଣାପଡ଼ିବା ପରେ ପୋଲିସ…

ନାରୀ ନା ନାଗୁଣୀ! ବୟଫ୍ରେଣ୍ଡ୍‌ ସହ ମିଶି ସ୍ୱାମୀକୁ ଜିଅନ୍ତା ଜଳାଇଦେଲା ସ୍ତ୍ରୀ, ଯେତେ ନେହୁରା ହେଲେ ବି ଶୁଣିଲାନି

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପ୍ରେମ ପାଇଁ ନିଜ ହାତରେ ପୋଛିଦେଲା ମଥା ସିନ୍ଦୁର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ କଥିତ ଭାବେ ଜଣେ ମହିଳାଙ୍କ ଉପରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଭଳି ସଙ୍ଗୀନ୍‌ ଆରୋପ…

ପରକୀୟା ପ୍ରୀତି ହେଲା କାଳ, ସ୍ତ୍ରୀକୁ ମଲା ସାପ କାମୁଡ଼ାଇଲା ସ୍ୱାମୀ

ପରକୀୟା ପ୍ରୀତିର କୁପରିଣାମ ତ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ସ୍ତ୍ରୀଠୁ ପିଛା ଛଡ଼ାଇବା ପାଇଁ ସ୍ୱାମୀମାନେ ବହୁ ଉପାୟ ଆପଣାଇଥାନ୍ତି। କିଏ ସିଧାସଳଖ ଛାଡ଼ପତ୍ର ଦେଉଥିବା ବେଳେ ଆଉ କିଏ କରେ ହତ୍ୟା। କିନ୍ତୁ ହତ୍ୟା କରିବା ପାଇଁ ଜଣେ ସ୍ୱାମୀ ଏବେ ଏମିତି ସାଂଘାତିକ ଉପାୟ ଆପଣାଇଛି ଯାହା…

କି କଳି କାଳରେ ବାବା! ଘର ଲୋକଙ୍କୁ ନିଶା ଦେଇ ବୋହୂକୁ ନେଇ ଫେରାର ହେଲା ଶ୍ୱଶୁର

ଆଜିକାଲି ପ୍ରେମ କରିବା ଓ ପ୍ରେମିକ ସହ ଘରୁ ଫେରାର ହେବା କିଛି ନୂଆ କଥା ନୁହେଁ। ପ୍ରତିଦିନ ଖବରକାଗଜରେ ଏଭଳି ଘଟଣା ଦେଖିବାକୁ ମିଳୁଛି। କିନ୍ତୁ ଏବେ ପ୍ରେମରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ପାନିପତ୍‌ରେ ଶ୍ୱଶୁର ବୋହୂକୁ ନେଇ ଫେରାର ହେବା ଭଳି ଲଜ୍ଜାଜନକ ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ…

ଆଶ୍ରମରେ ପଶି ମାତାଜୀଙ୍କୁ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ, ପ୍ରତିବାଦ କରିବାରୁ ସାଧୁଙ୍କୁ ମରଣାନ୍ତକ ଆକ୍ରମଣ

ସାଧ୍ୱୀଙ୍କୁ ଗଣଦୁଷ୍କର୍ମ। ଆଶ୍ରମରେ ପଶି ସାଧ୍ୱୀଙ୍କୁ ଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ। ପ୍ରତିବାଦ କରିବାକୁ ସାଧୁଙ୍କୁ ନିର୍ଦ୍ଧୁମ୍‌ ଛେଚିଲେ। ଏଭଳି ନୃଶଂସତା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ। ଏହି ମାମଲାରେ ପୋଲିସ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିବାରେ ସଫଳ…

ଇଏ କି ପ୍ରେମ! ଘରେ ରାଜି ହେଲେନି ବୋଲି ଟ୍ରେନ୍‌ ସାମ୍ନାକୁ ଡେଇଁ ଜୀବନ ହାରିଲେ ଦିଅର-ଭାଉଜ

ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମ ଦେଖେନି ଜାତି, ଧର୍ମ, ବର୍ଣ୍ଣ, ବୟସ, ସମ୍ପର୍କ। କେତେବେଳେ କେଉଁଠି କାହାକୁ କାହା ସହ ପ୍ରେମ ହେବ ତାହା କେହି କହିପାରିବେନାହିଁ। ଖାଲି ଯୁବକଯୁବତୀ ପ୍ରେମ କରନ୍ତି ତାହା ନୁହେଁ। ଦୀର୍ଘଦିନର ବୈବାହିକ ଜୀବନ ପରେ ବି ଆଉ କାହା ସହ ପ୍ରେମ ହୋଇପାରେ। ଯିଏ…

ଗୁରୁ ଦିବସରେ ଗୁରୁଙ୍କୁ ମୃତ୍ୟୁର ଉପହାର, ବାଇକ୍‌ରେ ଯିବା ବେଳେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା

ଗୁରୁ ଦିବସରେ ଗୁରୁଙ୍କୁ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଡେରାଡୁନ୍‌ରେ ଜଣେ ଗୁରୁଙ୍କୁ ମିଳିଛି ମୃତ୍ୟୁର ଉପହାର। ଘରକୁ ଫେରୁଥିବା ବେଳେ ସରକାରୀ ବିଦ୍ୟାଳୟର ସହାୟକ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ପହଞ୍ଚି ଶବକୁ…

କୁଳଦେବୀଙ୍କୁ ଖୁସି କରିବାକୁ ସ୍ତ୍ରୀର ବଳି ପକାଇଲା ସ୍ୱାମୀ, ପୁଅ ଖୋଲିଲା ରାଜ୍‌

କୁଳ ଦେବୀଙ୍କୁ ଖୁସି କରିବା ପାଇଁ ବଳି ପକାଇବା ଏକ ପୁରୁଣା ପରମ୍ପରା। ଆଗରୁ ଲୋକମାନେ ମନୋସ୍କାମନା ପୂରଣ କରିବା ପାଇଁ ଦେବାଦେବୀଙ୍କ ସାମ୍ନାରେ କୁକୁଡ଼ା, ଛେଳିଙ୍କୁ ବଳି ପକାଉଥିଲେ। କିନ୍ତୁ ଏବେ ଯୁଗ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ବି ବଦଳିଛି। ବଳିକୁ ଏକ କୁସଂସ୍କାର ମନେ କରି ଲୋକମାନେ…

ନାବାଳିକାକୁ ରାସ୍ତାରୁ ଟେକି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କଲେ ୪ ଯୁବକ, ପାଟି ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ

ଥମିବାର ନାଁ ଧରୁନି ନାରୀ ନିର୍ଯାତନା। କେତେବେଳେ କୁନି ଝିଅ ତ ଆଉ କେତେବେଳେ ବୃଦ୍ଧାଙ୍କ ଉପରେ ହେଉଛି ପାଶବିକ ଅତ୍ୟାଚାର। ପୁରୁଷଙ୍କ ଡରରେ ଏବେ ଝିଅମାନେ ଘରୁ ବାହାରିବାକୁ ବି ଡରିଲେଣି। କିଏ ଜାଣିଛି କେତେବେଳେ ରାସ୍ତାରେ ଅପେକ୍ଷା କରି ରହିଥିବ ମଣିଷ ଶରୀର ଲୋଭୀ ରାକ୍ଷସ ଆଉ ନିରୋଳାରେ…

କଳିଯୁଗର ପିଶାଚ ବାପା: ଛୁଆ କାନ୍ଦିବାରୁ ଛାତିକୁ ଦେଲେ ଦି ଗୋଇଠା, ଚାଲିଗଲା ୨ ବର୍ଷର ପୁଅ ଜୀବନ

ପୁଅ କାନ୍ଦିଲେ ମା’ବାପା ତାକୁ ଖେଳଣା ଦେଖାଇ କିମ୍ବା ବାହାରକୁ ନେଇ ଚୁପ୍‌ କରାଇଥାନ୍ତି। କିନ୍ତୁ ଉତ୍ତରାଖଣ୍ଡରେ ଜଣେ ବାପା ପୁଅ କାନ୍ଦିବାରୁ ତାକୁ ଚୁପ୍‌ କରାଇବା ବଦଳରେ ପୂରା ଚୁପ୍‌ କରିଦେଇଛନ୍ତି। ରାତିରେ ଶୋଇବା ବେଳେ ପୁଅ କାନ୍ଦିବାରୁ ବାପା ଛୁଆକୁ ଜୀବନରୁ ମାରି ଦେଇଥିବା ଭଳି ଦେହ…

ଖାଇବା ବାଢ଼ିବାରେ ଡେରି ହେଲା ବୋଲି ମଦ ନିଶାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସଇତାନ୍‌ ସ୍ୱାମୀ

ସବୁ ଅପରାଧର ମୂଳ ହେଉଛି ମଦ। ମଦ ଯୋଗୁ ଚୋରି, ନାରୀ, ଦୁଷ୍କର୍ମ ଆଦି ସବୁ ପ୍ରକାରର ଅପରାଧ ଘଟିଥାଏ। ମଦ ଏକ ଏମିତି ନିଶା ଯାହାକୁ ମଣିଷ ଛାଡ଼ିବାକୁ ଚାହିଁଲେ ବି ସେ ମଣିଷକୁ ଛାଡ଼େନାହିଁ। ମଦ ପିଇବା ସମୟ ହୋଇଗଲେ ବ୍ୟକ୍ତି ଆପେ ଆପେ ସେ ଆଡ଼କୁ ଟାଣି ହୋଇଯାଏ। ମଦ ଯୋଗୁ କେତେ ଯେ ପରିବାର…