Browsing Tag

crime news

Video Viral: ନିଜର ଅବୈଧ ସମ୍ପର୍କ ଧରାପଡ଼ି ଯିବାରୁ ସ୍ତ୍ରୀଙ୍କୁ ତଳେ ପକାଇ ନିର୍ଧୂମ ପିଟିଚାଲିଲେ ସ୍ପେଶାଲ ଡିଜି…

ମଧ୍ୟ ପ୍ରଦେଶର ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ସ୍ତ୍ରୀଙ୍କୁ ମାରପିଟ କରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭିଡ଼ିଓ ଭାଇରଲ ହେବା ପରେ ତାଙ୍କ ପାଇଁ ଅଡ଼ୁଆ ବଢିଯାଇଛି। ଭିଡ଼ିଓରେ ପୁରୁଷୋତ୍ତମ ଶର୍ମା ନିଜ ସ୍ତ୍ରୀଙ୍କୁ ତଳେ ପକାଇ ପିଟୁଥିବା ଦେଖିବାକୁ ମିଳୁଛି।…

ସ୍ୱାମୀ ସାଜିଲା ସୈତାନ, ପୁଅ ଆଶାରେ ଧାରୁଆ ଅସ୍ତ୍ରରେ ଫାଡ଼ିଦେଲା ସ୍ତ୍ରୀର ପେଟ !

ଉତ୍ତର ପ୍ରଦେଶର ବଦାୟୁ ଜିଲାରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସୈତାନୀ ସ୍ୱାମୀର କଳା କାରନାମା ଜାଣିଲେ ଆପଣ ବି ସ୍ତମ୍ଭୀଭୂତ ହୋଇଯିବେ। ପୁଅ ଆଶାରେ ଜଣେ ସ୍ୱାମୀ ତା' ସ୍ତ୍ରୀର ପେଟକୁ ଏକ ଧାରୁଆ ଅସ୍ତ୍ରରେ ଫାଡ଼ିଦେଇଛି। ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲା…

ବଜାର ଭିତରେ ସ୍ତ୍ରୀ ଓ ପ୍ରେମିକାଙ୍କ ମଧ୍ୟରେ ଚାଲିଲା ଘମାଘଟ ଯୁଦ୍ଧ, ନିଜ ଜୀବନ ବଞ୍ଚେଇ ଖସି ପଳାଇଲେ ସ୍ୱାମୀ

ଗୋଟେ ପ୍ରସିଦ୍ଧ ଡାଏଲଗ ଅଛି, 'ମୁଁ ସବୁକିଛି ବାଣ୍ଟି ପାରିବି, ହେଲେ ନିଜ ପତି ପରମେଶ୍ୱରଙ୍କୁ ନୁହେଁ'। ବାସ୍ତବରେ, ସେହି ପତି ପରମେଶ୍ବରଙ୍କ ପାଇଁ ବିଚ ବଜାରରେ ଦୁଇ ମହିଳାଙ୍କ ମଧ୍ୟରେ ଜବରଦସ୍ତ ଚପଲ ମରାମରି ଚାଲିଥିଲା। ସ୍ୱାମୀଙ୍କ ପ୍ରେମିକାଙ୍କ କେଶକୁ ଧରି ସ୍ତ୍ରୀ ତାଙ୍କୁ ଚପଲରେ…

ଅଫିସରେ ଠକେଇ କରି ଯୁବତୀ, ପ୍ରେମିକଙ୍କ ଘରଲୋକଙ୍କୁ ଟ୍ରାନ୍ସଫର କରିଥିଲେ ୨୪ ଲକ୍ଷ ଟଙ୍କା ! ୯ ଲକ୍ଷରେ କାର କିଣି ଅୟେସ…

ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ଏକ ଘରୋଇ ଅଫିସରେ କାମ କରୁଥିବା ଜଣେ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତା ଯୁବତୀ କଲସ କମ୍ପାନୀର ଅଲଗା ଅଲଗା ପାର୍ଟିର ମୋଟ ୨୪ ଲକ୍ଷ ଟଙ୍କା ପ୍ରେମିକ ସୁରେଶ ଏବଂ ତାଙ୍କ ପରିବାର ଲୋକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର…

ପ୍ରେମିକ ସହିତ ଘରୁ ପଳାଇ ଯାଉଥିଲା ଭଉଣୀ, ଭାଇ ରୋକିବାରୁ ପିଟି ପିଟି ମାରିଦେଲା ପ୍ରେମିକ

ହରିୟାଣାର ପାନିପତ ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଘଟିଛି। ଏଠାରେ ନିଜ ପ୍ରେମିକ ସହ ବାଇକରେ ବସି ଘରୁ ପଳାଇଯାଉଥିବା ଭଉଣୀକୁ ରୋକିବାକୁ ଯାଇ ଭାଇ ହତ୍ୟାର ଶିକାର ହୋଇଛି। ପ୍ରେମିକାର ଭାଇକୁ ପ୍ରେମିକ ଜଣକ ତାଙ୍କ ଆଖି ଆଗରେ ହିଁ ପିଟି ପିଟି ମାରିଦେଇଛି। ଏ ନେଇ ଯୁବତୀଙ୍କ ବାପା ଝିଅ ସମେତ ୫…

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ସଂମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ୪ କର୍ମଚାରୀଙ୍କୁ ପଚରାଉଚରା, ଡିସିପିଙ୍କୁ…

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା । ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍‌ । ସେପଟେ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ମହିଳା କମିଶନ । ଏନେଇ ଡିସିପିଙ୍କୁ ରିପୋର୍ଟ…

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଲା ଦୁଷ୍କର୍ମ ଘଟଣା: କରଞ୍ଜିଆରେ ଦିବ୍ଯାଙ୍ଗ ଯୁବତୀ ଓ ଅସ୍ତରଙ୍ଗରେ ଅଢେଇ ବର୍ଷର ଶଶୁ…

କରଞ୍ଜିଆ/କାକଟପୁର : ପବିତ୍ର ସମ୍ପର୍କରେ ପାପର ଛିଟା । ନିଜ ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲା ଦାଦା । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଦିବ୍ଯାଙ୍ଗ ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା ରାକ୍ଷାସ ଦାଦା । ଯାହାଫଳରେ ସେ ସାତ ମାସର ଗର୍ଭବତୀ ହୋଇଥିବା…

ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସ୍ପଷ୍ଟ ଦିବାଲୋକରେ କଟୁରୀରେ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ଗୋଡେଇ ଗୋଡେଇ କଟୁରୀରେ ହାଣିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ତେବେ…

ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ, ବରମୁଣ୍ଡାରେ ବନ୍ଧୁକ ମୁନରେ ମହିଳାଙ୍କ ନିକଟରୁ ଲୁଟ୍ ମାମଲାରେ ଥିଲା…

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ। ସେମାନଙ୍କ ନିକଟରୁ ଟଙ୍କା, ପିସ୍ତଲ ଓ ବାଇକ ଜବତ। ବରମୁଣ୍ଡାରେ ବନ୍ଧୁକ ମୁନରେ ମହିଳାଙ୍କ ନିକଟରୁ ୯୪ ହଜାର ଲୁଟ ମାମଲାରେ ରହିଥିଲା ଏମାନଙ୍କ ସମ୍ପୃକ୍ତ। ଏହାସହ ବାଲିଅନ୍ତା, ଧଉଳୀ ଲୁଟ ମାମଲାରେ ମଧ୍ଯ ସମ୍ପୃକ୍ତ ଥିବା ଜଣାପଡିଛି ।…

ମାମଲାର ଫଇସଲା ହେଲା ୩୨ ବର୍ଷ ପରେ, ହତ୍ୟା ଅଭିଯୁକ୍ତର ଜେଲ୍ ଦଣ୍ଡାଦେଶ କମିଲା ୫ ବର୍ଷକୁ

ରାଇରଙ୍ଗପୁର (କେ ନ୍ୟୁଜ୍‌) : ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ । ୩୨ ବର୍ଷ ପରେ ମିଳିଛି କନ୍ଧ ମାଝୀ ପରିବାରକୁ ନ୍ୟାୟ । ହେଲେ କୋର୍ଟଙ୍କ ନ୍ୟାୟ ବିଚାର ଶୁଣିବାକୁ ହିଁ କେହି ନାହାନ୍ତି ତାଙ୍କ ପରିବାରରେ । ଅନ୍ୟପଟେ ଅଭିଯୁକ୍ତ ଗୁଲାଇ ମାଝୀଙ୍କୁ ୬୫ବର୍ଷ ବୟସରେ ଦୋଷୀ ସାବ୍ୟସ୍ତ କରାଯାଇଛି ।…

ଜଟଣୀ ପଦନପୁର ଗ୍ରାମରେ ମୁଖା ପିନ୍ଧା ଦୁର୍ବୁତ୍ତଙ୍କ ଗୁଳିମାଡ, ଜଣେ ଗୁରୁତର

ଖୋର୍ଦ୍ଧା: ଜଟଣୀରେ ଫୁଟିଲା ଗୁଳି। ଜଟଣୀ ଥାନା ପଦନପୁର ଗ୍ରାମରେ ଘଟିଛି ଏହି ଘଟଣା। ଗୁଳିକାଣ୍ଡରେ ଗ୍ରାମର ରଙ୍କ ରାଉତ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁଳିଟି ତାଙ୍କ ଗୋଡରେ ବାଜି ରହିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ,ଦୁଇ…

ଲକ୍‌ଡାଉନ୍‌ରେ ରୋଜଗାର ଚିନ୍ତା : ନକଲି ପୋଲିସ୍ ହୋଇ କରିଥିଲେ ଅପହରଣ, ଧରି ନେଲା ଅସଲି ପୋଲିସ୍‌

ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ଏବେ ସେଇଆ ଘଟୁଛି । ଲକ୍‌ଡାଉନ୍‌ରେ ବେକାରୀ ସଂଖ୍ୟା ବଢ଼ିବ ଏବଂ ତା ସହିତ ବୃଦ୍ଧି ପାଇବ ଅପରାଧ । ଏମିତି ଏକ ଘଟଣା ସାମନାକୁ ଆସିଛି ଦିଲ୍ଲୀରେ । ଚାକିରି ନାହିଁ । ତେଣୁ କିଛି ଯୁବକ ଆପଣେଇଛନ୍ତି ଅପରାଧର ପଥ । ଏମିତି ତିନି ଜଣ ଯୁବକ ଅପରାଧ କରୁଥିବା…