Browsing Tag

crime news

ରାତି ଡ୍ୟୁଟି ସମୟରେ ମୁର୍ଦ୍ଦାର ଘରେ ପଶି ୧୦୦ ମୃତଦେହ ସହ ରଖିଥିଲେ ଯୌନ ସମ୍ବନ୍ଧ, ଭିଡିଓ ରେକର୍ଡ କରି ମେମୋରୀ…

ବ୍ରିଟେନର ଏକ ହସ୍ପିଟାଲରେ କାମ କରୁଥିବା ୬୭ ବର୍ଷୀୟ ଡେଭିଡ୍‌ ଫୁଲରଙ୍କ ଅସଲ ଚେହେରା ଏବେ ପଦାକୁ ଆସି ଯାଇଛି। ଫୁଲର ହସ୍ପିଟାଲର ମୁର୍ଦ୍ଦାର ଘରେ ପଶି ୧୦୦ ମୃତଦେହ ସହ ଯୌନ ସମ୍ବନ୍ଧ ରଖିଥିଲେ, ଯେଉଁଥିରେ ମହିଳା ଓ ଛୁଆ ସାମିଲ ଥିଲେ। ପୋଲିସ ମୁତାବକ, ଦୁଇଟି ହତ୍ୟା ମାମଲାରେ ଧରା ପଡ଼ିବା…

ମାଆର ଆକ୍ସିଡେଣ୍ଟ କରେଇ ଦେବାକୁ ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଆସୁଥିଲେ ଶିକ୍ଷକ, ଅଭିଯୁକ୍ତଙ୍କୁ ଗିରଫ କରି…

ମଧ୍ୟ ପ୍ରଦେଶର ହୋଶଙ୍ଗାବାଦରେ ଏକ କୋଚିଂ ସେଣ୍ଟରର ଜଣେ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଦୀର୍ଘଦିନ ଧରି ଦୁଷ୍କର୍ମ କରି ଆସୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କ ମା’ଙ୍କୁ ଆକ୍ସିଡେଣ୍ଟ କରେଇ ଦେବାକୁ ଧମକ ଦେଇ ମାସ ମାସ ଧରି ଛାତ୍ରୀଙ୍କୁ ଯୌନ ଶୋଷଣ କରି ଆସୁଥିଲେ।…

ଗଞ୍ଜାମ ଚିଙ୍ଗୁଡ଼ିଘାଇ ଗାଁରେ ହତ୍ୟାକାଣ୍ଡ, ମନ୍ଦିରରେ ଶୋଇଥିବାବେଳେ ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା 

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମରେ ଷ୍ଟୋନ ମ୍ୟାନ ଆତଙ୍କ। ପଥରରେ ଛେଚି ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗାଁରେ ହତ୍ୟାକାଣ୍ଡ । ମନ୍ଦିରରେ ଶୋଇଥିବାବେଳେ ବିନାୟକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି…

ମହାରାଷ୍ଟ୍ର: ଜେଲ୍‌ରୁ ବାହାରି ଜ୍ୱାଇଁ ନିଜ ଶାଶୁକୁ କଲା ବିଭତ୍ସ ହତ୍ୟା, ଗୁପ୍ତାଙ୍ଗରେ ପୂରାଇ ଦେଲା ବାଉଁଶ; କାରଣ…

ମୁମ୍ବାଇର ଭିଲେ ପାର୍ଲେରୁ ଆଶ୍ଚର୍ଯ୍ୟ କରି ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି କି, ଏଠାରେ ଜଣେ ଜ୍ୱାଇଁ ନିଜ ଶାଶୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଉଁଶ ପୂରାଇ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଜ୍ୱାଇଁଙ୍କୁ ୧୪ ସେପ୍ଟେମ୍ବର…

କୋୟେମ୍ବଟୁର: ସିସିଟିଭିରେ କଏଦ ହେଲା ପୂରା ଘଟଣା, ଦେଖନ୍ତୁ ଚଳନ୍ତା କାର୍‌ରୁ କେମିତି ମହିଳାଙ୍କୁ ଫିଙ୍ଗି ଦେଉଛନ୍ତି…

କୋୟେମ୍ବଟୁରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଚଳନ୍ତା ସ୍କର୍ପିଓ କାର୍‌ରୁ ବାହାରକୁ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ମଙ୍ଗଳବାର ସକାଳେ ମହିଳାଙ୍କ ମୃତଦେହକୁ ରାଜପଥରୁ ଜବତ କରିଛି। ଏହି ପୂରା ଘଟଣା ସେଠାରେ ଲାଗିଥିବା…

ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ: ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ

ଭୁବନେଶ୍ବର(କେନ୍ଯୁଜ୍):ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ । ମୁଖ୍ୟ ଅଭିଯୁକ୍ତ ରାଜ ନାମକ ଯୁବକ ଫେରାର ଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖରେ ଖଣି ଲିଜ୍‌ କରାଇ ଦେବାକୁ କହି ବଡବିଲ ଅଞ୍ଚଳର ଜଣେ ବ୍ୟବସାୟୀ ଓ…

ଡାକ୍ତରୀ ପାଠ ପଢ଼ିବାକୁ ଇଚ୍ଛା କରୁ ନ ଥିଲା ଝିଅ, ଗାଳି କରିବାରୁ ମା’କୁ କଲା ହତ୍ୟା, କରାଟେ ବେଲ୍ଟରେ ଚିପି ଦେଲା…

ନଭି ମୁମ୍ବାଇରେ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଘଟଣା ଘଟିଛି। ଏଠାରେ ୧୫ ବର୍ଷୀୟା ଜଣେ ନାବାଳିକା ନିଜ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାଠପଢ଼ାକୁ ନେଇ ମା’ ଗାଳି କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ନାବାଳିକା ଜଣକ ଏଭଳି କାଣ୍ଡ ଘଟାଇଛନ୍ତି। ସେ ନିଜ କରାଟେ ବେଲ୍ଟରେ ୪୨ ବର୍ଷୀୟା…

ସ୍ତ୍ରୀକୁ ଭାଗ ଦେବାକୁ ଚାହୁଁ ନ ଥିଲେ ସ୍ୱାମୀ, ଏଥିପାଇଁ ନିଜର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଘରେ ଲଗାଇ ଦେଲେ…

ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ତାଙ୍କ ଭାଗ ନ ଦେବା ଚକ୍କରରେ ଜଣେ ବ୍ୟକ୍ତି ନିଜର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଘରକୁ ନିଅାଁ ମୁହଁକୁ ଠେଲି ଦେଇଛନ୍ତି। ଖବରରୁ ଜଣାପଡ଼ିଛି, ବ୍ରିଟେନର ୭୫ ବର୍ଷୀୟ ଜନ୍‌ ମ୍ୟାକକୋରୀ କୋର୍ଟଙ୍କ ଆଦେଶରେ ଆଦୌ ସନ୍ତୁଷ୍ଟ ନ ଥିଲେ। କାହିଁକିନା, କୋର୍ଟ ତାଙ୍କ ଘର…

ସ୍ପେନ: ଝଗଡ଼ା ପରେ ମାଆକୁ ହଜାର ଖଣ୍ଡ କରି କାଟିଦେଲା ପୁଅ, କିଛି ମାଂସ ଭାଜି ଖାଇବା ପରେ ବାକି ଖଣ୍ଡଗୁଡ଼ିକୁ ରଖିଦେଲା…

ସ୍ପେନର ମ୍ୟାଡ୍ରିଡରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ମାଆକୁ ହିଁ ଅତି ବିଭତ୍ସ ଭାବେ ହତ୍ୟା କରିଛି। ମାଆର ମୃତଦେହକୁ ହଜାର ଖଣ୍ଡ କରି କାଟିଦେବା ପରେ କିଛି ମାଂସ ଖଣ୍ଡ ଭାଜିକି ଖାଇ ଦେଇଥିଲା। ପରେ ଖାଇବା ପାଇଁ ବଳକା ଖଣ୍ଡଗୁଡ଼ିକୁ ଫ୍ରିଜ ଭିତରେ ରଖି…

ପ୍ରେମିକ ସହ ମିଶି ବାପା-ମା’ଙ୍କୁ କାଢ଼ାରେ ନିଶା ଦେଲା ଝିଅ, ପରେ ଟଙ୍କା-ସୁନା ନେଇ ଫେରାର

ବାପା-ମା'ଙ୍କୁ କାଢ଼ାରେ ନିଶା ଦେଇ ନିଜ ଘରୁ ଚୋରି କଲା ଝିଅ। ପ୍ରେମିକ ଓ କିଛି ସାଙ୍ଗଙ୍କ ସହାୟତାରେ ଘରେ ବୁଲେଇ ଦେଲା କଳା କନା। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ। ଅଭିଯୋଗ ପରେ ଘଟଣାର ଖୁଲାସା ହେଲା ପରେ ଏବେ ସମସ୍ତେ ଜେଲର ଚାରି କାନ୍ଥ…

ଉତ୍ତର ପ୍ରଦେଶ: ଆମ୍ବୁଲାନ୍ସ ହଲୁ ଥିବାରୁ ଲୋକଙ୍କର ହେଲା ସନ୍ଦେହ, ପୋଲିସ ଆସି ଯାଞ୍ଚ କରିବା ପରେ ସାମ୍ନାକୁ ଆସିଲା…

କରୋନା ମହାମାରୀ ଭିତରେ ଉତ୍ତର ପ୍ରଦେଶର ବାରାଣସୀରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ବି ଲଜ୍ଜାବୋଧ କରିବେ। ଘଟଣାଟି ବାରାଣସୀର ରାମନଗର ଥାନା ଅଞ୍ଚଳରେ ଘଟିଛି। ଏଠାରେ ୩ ଯୁବକ ଏବଂ ଜଣେ ଯୁବତୀ ଏକ ଆମ୍ବୁଲାନ୍ସ ଭିତରୁ ଅସଂଯତ ଅବସ୍ଥାରେ ଧରାପଡିଛନ୍ତି।…

ଆମେରିକା: ଜନ୍ମଦିନ ପାର୍ଟିରେ ଗୁଳିବର୍ଷା, ୬ ଲୋକଙ୍କ ମୃତ୍ୟୁ, ଆକ୍ରମଣକାରୀ ନିଜକୁ ବି ଗୁଳି କରିଦେଲା

ଆମେରିକାର କଲୋରାଡୋରେ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ହଠାତ ଜଣେ ବ୍ୟକ୍ତି ବନ୍ଧୁକ ବାହାର କରି ଗୁଳିବର୍ଷା କରିଥିଲେ। ଏହି ଘଟଣାରେ ୬ ଲୋକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣକାରୀ ନିଜେ ମଧ୍ୟ ନିଜକୁ ଗୁଳି କରି ଦେଇଥିଲେ।କଲୋରାଡୋ ସ୍ପୃଙ୍ଗସ ପୋଲିସ ଅନୁସାରେ, ଏ ନେଇ କେହି ଜଣେ ବ୍ୟକ୍ତି ଫୋନ…