ନାବାଳିକା ଶାଳୀକୁ ମାରି କୂଅରେ ଫିଙ୍ଗ ଦେଲା ଶଇତାନ ଭିଣୋଇ
ଭଞ୍ଜନଗର (କେନ୍ୟୁଜ୍) : ନାବାଳିକା ଶାଳୀକୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ଭିଣୋଇ। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରକୋଳିଆ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ଅଭିଯୁକ୍ତ ଭିଣୋଇ ସନ୍ତୋଷ ଖଟେଇକୁ ଗିରଫ କରିଛି ବୁଗୁଡ଼ା ଥାନା ପୋଲିସ…