Browsing Tag

crimes increased

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ,ବିକ୍ଷୋଭ ବେଳେ ପୋଲିସ ସହ ମୁହାଁମୁହିଁ

ଭୁବନେଶ୍ବର : ଗାନ୍ଧୀ ମାର୍ଗରେ ଶକ୍ତି ପ୍ରଦର୍ଶନ କଲା ମହିଳା କଂଗ୍ରେସ ।  ବିକ୍ଷୋଭ ବେଳେ ପୋଲିସ ସହ ମୁହାଁମୁହିଁ ।  ମହିଳା କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି ।  ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଥିଲା ମହିଳା କଂଗ୍ରେସ । ପିସିସି ସଭାପତି…

ଆସିଲା ଗୃହ ବିଭାଗର ଶ୍ୱେତପତ୍ର: ରାଜ୍ୟରେ ଉପରମୁଁହା ଦୁଷ୍କର୍ମ ମାମଲା, ଚିନ୍ତା ବଢ଼ାଇଛି ସାଇବର୍‌ ଅପରାଧ

ଭୁବନେଶ୍ୱର : ଆସିଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୪ରେ ମୋଟ୍‌ ଆପରାଧିକ ମାମଲା ୨ ଲକ୍ଷ ଟପିଛି । ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲା ବେଳେ ୨୦୨୪ରେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରା‌ଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି । ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ…

୨୦୨୩ ଅପେକ୍ଷା ୨୦୨୪ରେ ଟୁଇନ ସିଟିରେ ବଢ଼ିଛି ଅପରାଧ, ହତ୍ୟାର ହାର ୧୪% ଅଧିକ ରହିଛି

ଟୁଇନ ସିଟିରେ ବଢ଼ିଛି ଅପରାଧ । କମିଶନରେଟ୍‌ ପୋଲିସର ବାର୍ଷିକ ରିପୋର୍ଟ ସାମ୍ନାକୁ ଆସିଛି । ପୂର୍ବ ବର୍ଷ ଅପେକ୍ଷା ୨୦୨୪ରେ ହତ୍ୟାର ହାର ୧୪% ବଢ଼ିଥିବା ବେଳେ ଦୁଷ୍କର୍ମ ହାର  ୩.୮୮%  କମିଛି ବୋଲି ପୋଲିସ୍‌ କମିଶନର ଏସ୍‌. ଦେବ ଦତ୍ତସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କଟକ…