ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ ଛୋଟାର ସମ୍ପତ୍ତି ବାର୍ଯ୍ୟାପ୍ତି ଆରମ୍ଭ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
ଖୋର୍ଦ୍ଧା(କେନ୍ୟୁଜ୍) : ନିଶା ବେପାରୀର ଘରଭଙ୍ଗା। ମୋଷ୍ଟ ୱାଣ୍ଟେଡର ସମ୍ପତ୍ତି ବାର୍ଯ୍ୟାପ୍ତି ଆରମ୍ଭ। ଏସଟିଏଫର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା କୋର୍ଟରେ ହାଜର ପରେ ତାର ସମ୍ପତ୍ତି ବାର୍ଯ୍ୟାପ୍ତି ଆରମ୍ଭ ହୋଇଛି। ଏସଟିଏଫର ନିର୍ଦ୍ଦେଶ କ୍ରମେ ଜିଲ୍ଲା…