Odisha News
.
Browsing Tag

criminal

ମଣିଷ ଭୁଲିଛି ମଣିଷପଣିଆ, ମୁମ୍ବାଇରେ କୁକୁର ସହ ୪ଜଣ କଲେ ଗଣଦୁଷ୍କର୍ମ 

ମୁମ୍ବାଇ : ପୁଣି ଥରେ ପୁରୁଷତ୍ବକୁ ଲଜ୍ଜିତ କରିବା ଭଳି ଘଟଣା ଦେଖିବାକୁ ମିଳିଛି ସ୍ବପ୍ନର ସହର ମୁମ୍ବାଇରେ। ନିକଟରେ ମୁମ୍ବାଇ ପୂର୍ବ ମଲାଡ଼ର ମାଲବଣୀ ଅଞ୍ଚଳରେ କୁକୁର ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି, ଶନିବାର ରାତିରେ ୪ଜଣ ବ୍ଯକ୍ତି ନିଶାବସ୍ଥାରେ ଏହି ଘଟଣା…

ନୂଆପଡ଼ା ଏସ୍‌ଡିଜେଏମ୍ କୋର୍ଟରୁ ହାର୍ଡକୋର ମାଓବାଦୀ ଚମ୍ପଟ, ୭ ପୋଲିସ୍ ଅଧିକାରୀ ନିଲମ୍ବିତ

ନୂଆପଡ଼ା(କେନ୍ଯୁଜ୍) : ନୂଆପଡ଼ା ଏସ୍‌ଡିଜେଏମ୍‌ କୋର୍ଟରୁ ଏକ ହାର୍ଡକୋର ମାଓବାଦୀ ଗତକାଲି ଚମ୍ପଟ ମାରିବାଥିଲା । ଏହି ଘଟଣାରେ ନିଆଯାଇଛି ‌ଏକ ବଡ କାର୍ଯ୍ଯନୁଷ୍ଠାନ ।  ଘଟଣାରେ ୭ ଜଣ ପୋଲିସଙ୍କୁ ନିଲମ୍ବନ କରାଯାଇଛି । ୨ ଜଣ ଏଏସ୍‌ଆଇ ଓ ୫ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ନୂଆପଡ଼ା…

ଫୁଲବାଣୀରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ

ଫୁଲବାଣୀ: ବଢିଚାଲିଛି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ହେଲେ ପୋଲିସ ଚୁପ୍ ବସିଛି। ଫୁଲବାଣୀ ସହରରେ ଏଭଳି ଘଟଣା ଘଟି ଚାଲିଛି। ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଦୋକାନ ଗୁଡିକରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ କରୁଛନ୍ତି। ଏହି ଅସାମାଜିକ ଯୁବକଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଅନେକ ବ୍ୟବସାୟୀ।…

ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ: ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ପ୍ରମୋଦ ଭବସାଗର। ୮ ଦିନ ତଳେ ଏକ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ। ଜେଲରେ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋକୁ ଏନକାଉଣ୍ଟର !

ଯାଜପୁର : ଚଣ୍ଡିଖୋଲରେ ଏନକାଉଣ୍ଟରରେ ଯୋଗୁଁ ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ଆହତ ହୋଇଛନ୍ତି। ଟିଟୋର ବାମ ଗୋଡରେ ଗୁଳି ବାଜିଛି ତାକୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି। କ୍ରାଇମବ୍ରାଞ୍ଚ ଝଞୠର ଟିମ୍ ଏହି ଏନ୍କାଉଣ୍ଟର କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ନାଁରେ…