ରାଉରକେଲା ପୋଲିସର ଏନକାଉଣ୍ଟର, ୨ କୁଖ୍ୟାତ ଅପରାଧୀ ଆହତ
ରାଉରକେଲା (କେନ୍ଯୁଜ୍): ରାଉରକେଲା ପୋଲିସର ଏନକାଉଣ୍ଟର। ପୋଲିସ ଗୁଳିରେ ୨ କୁଖ୍ୟାତ ଅପରାଧୀ ଆହତ । ବିଶ୍ରା ଥାନା ନୂଆଗାଁ ମଣ୍ଡପ ନିକଟରେ ଚକମା ଦେଇ ଘଟଣା ସ୍ଥଳରୁ ପଳେଇବାକୁ ଚେଷ୍ଟା କଲାବେଳେ ପୋଲିସ କରିଥିଲା ଗୁଳି ଚାଳନା। ୨ ଅପରାଧୀ ମୁସ୍ତାକ ଆଲାମ ଓ ଏମ୍ ଡି ଗୁଡ୍ଡର ଗୋଡ଼ରେ ଗୁଳି…