Browsing Tag

crisis

ମହାରାଷ୍ଟ୍ରରେ ମହାଡ୍ରାମା, ରାଜନୈତିକ ଅସ୍ଥିରତା ଯୋଗୁ ଭାଙ୍ଗିପାରେ ସରକାର

ମହାରାଷ୍ଟ୍ରରେ ମହାଡ୍ରାମା। ରୋଚକ ମୋଡ଼ରେ ମହାରାଷ୍ଟ୍ରର ରାଜନୀତି। ଘଡ଼ିକେ ଘୋଡ଼ା ଛୁଟୁଛି। ଏକନାଥ ସିନ୍ଦେଙ୍କ ବିଦ୍ରୋହ ଭିତରେ ଆଜି ବ୍ୟାକ୍‌ଫୁଟକୁ ଯାଇଛି ଶିବସେନା। ବଡ଼ ବୟାନ ରଖିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ। ସଞ୍ଜୟ କହିଛନ୍ତି, ମହାବିକାଶ ଅଘାଡ଼ି ମେଣ୍ଟ ସରକାରରୁ ଓହରିବାକୁ…

ବାଂଲାଦେଶ ହାତରେ ଅଛି ଆଉ ମାତ୍ର ୫ ମାସ, ତା’ପରେ ହେବ ଶ୍ରୀଲଙ୍କା ଭଳି ସ୍ଥିତି

ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି। ଦେଶର ମୁଦ୍ରାସ୍ଫୀତି ଆଶାତୀତ ଭାବେ ତଳକୁ ଖସିଛି। ଏଥିସହ ବିଦେଶୀ ମୁଦ୍ରା ଭଣ୍ଡାର ବି ଖାଲି ହୋଇଯାଇଛି। ଇତି ମଧ୍ୟରେ ଖବର ଆସୁଛି ଯେ ପଡ଼ୋଶୀ ଦେଶ ବାଂଲାଦେଶର ବି ଏବେ ସେମିତି ଅବସ୍ଥା ହେବାକୁ ଯାଇଛି। ବାଲାଂଦେଶରେ…

ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ନିଆଳୀର ମନୋଜ ବେହେରାଙ୍କ ପରିବାରରେ ଉଠିଛି ଝଡ଼, ସରକାରଙ୍କ ସହାୟତା ଟଙ୍କା ନେଇ…

କେନ୍ୟୁଜ୍(ବ୍ୟୁରୋ): ପୁଲଓ୍ଵାମାରେ ସହିଦ ହୋଇଥିବା ନିଆଳିର ମନୋଜ କୁମାର ବେହେରାଙ୍କ ପରିବାରରେ ଉଠିଛି ଝଡ଼ । ସରକାରଙ୍କ ତରଫରୁ ଦିଆଯାଇଥିବା ଆର୍ଥିକ ସହାୟତାକୁ ନେଇ ଶାଶୁ ଶ୍ୱଶୁର ଓ ବୋହୂ ଭିତରେ ଲାଗିଛି ତିକ୍ତତା । ମିଳିଥିବା ଅର୍ଥ ନେଇ ମନୋଜଙ୍କ ସ୍ତ୍ରୀ ବାପଘରେ ରହୁଛନ୍ତି । ଫଳରେ…

୨୦୪୦ ମସିହା ସୁଦ୍ଧା ପ୍ରାୟ ୨୫ ଭାଗ ପିଲା ପାଇବେନି ଶୁଦ୍ଧ ଜଳ !

ଜଳ ହିଁ ଜୀବନ । ଜଳ ବିନା ଜୀବ ଜଗତ ଦଣ୍ଡେ ବଂଚିବା ଅସମ୍ଭବ । ପୃଥିବୀରେ ଥିବା ଜଳ ମଧ୍ୟରୁ ପ୍ରାୟ ୯୭ ପ୍ରତିଶତ ଲୁଣି ଜଳ ହୋଇଥିବା ବେଳେ ମାତ୍ର ୩ ପ୍ରତିଶତ ମଧୁର ଜଳ। ସାଧାରଣ ଭାବେ ଏହି ମଧୁର ଜଳକୁ ହିଁ ଦୈନନ୍ଦିନ କାର୍ଯ୍ୟ ଗୁଡିକରେ ବ୍ୟବହାର କରାଯାଇଥାଏ । କିନ୍ତୁ ଦେଖାହେଉଛି ଏହି ମଧୁର…

ପୁଣି ମୋଦି ସରକାରଙ୍କୁ ମନମୋହନଙ୍କ ଟାର୍ଗେଟ୍‌, ୫ ଟ୍ରିଲିଅନ ଡଲାର ଅର୍ଥନୀତି ପାଇଁ ସଠିକ୍‌ ଜାତୀୟ ନୀତି ଆବଶ୍ୟକ

ଆର୍ଥିକ ମାନ୍ଦାବସ୍ଥା ନେଇ ପୁଣି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଜୟପୁର ଲକ୍ଷ୍ମୀପାଟ ବିଶ୍ୱବିଦ୍ୟାଳୟରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ କହିଛନ୍ତି, ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଜିଡିପି ହାର ହ୍ରାସ ପାଇବାରେ ଲାଗିଛି।…

ରିପୋର୍ଟ କହୁଛି ଭାରତରେ ପୋଲିସ୍‌ ଚାକିରି ସହଜିଆ ନୁହେଁ

'କଥାରେ ଥିଲା ଚାକିରି କରିବ ପୁଲିସି ମାଛ ଖାଇବ ଇଲିସି' । କିନ୍ତୁ ଏହି ଉକ୍ତିଟି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ଆମ ଦେଶରେ ପୋଲିସରେ କାମ କରିବା ଆଉ ଏତେଟା ସହଜ ହୋଇ ରହି ନାହିଁ । ଆପଣ ଯଦି ବଡ ପଦବିରେ କାମ କରୁଛନ୍ତି ତ ତେବେ କଥା ଅଲଗା । କିନ୍ତୁ ଯେଉଁମାନେ ତଳ ଶ୍ରେଣୀରେ କାମ…