Browsing Tag

critical condition

ଓଲଟିଲା ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ , ୨୦ ରୁ ଅଧିକ କଳାକାର ଗୁରୁତର

ଦେବଗଡ଼: ଓଲଟିଲା ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ । ୨୦ରୁ ଅଧିକ କଳାକାର ଗୁରୁତର ହୋଇଛନ୍ତି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ସଡୋ -ଭୁଗୁରାପାଳ ଘାଟି ରାସ୍ତାରେ ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ କଳାକାରଙ୍କୁ…

୩୦ଫୁଟ ତଳକ ଖସିଲା ମହୁଲ ବୋଝେଇ ଟ୍ରକ, ଚାଳକ ଗୁରୁତର

ରାଇକିଆ: ୩୦ଫୁଟ ତଳକ ଖସିଲା ମହୁଲ ବୋଝେଇ ଟ୍ରକ । ଚାଳକ ଗୁରୁତର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଦୁର୍ଘଟଣା ଘଟିଛି। ଟ୍ରକଟି ମହୁଲ ନେଇ ବଲାଙ୍ଗିରରୁ କରଡା ଯାଉଥିବା ବେଳେ କରଡ଼ା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର, ମସ୍ତିସ୍କାଘାତ ଯୋଗୁ ଆଇସିୟୁରେ ଭର୍ତ୍ତି

କଟକ: କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର । ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଗତକାଲି ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ…

ଅଟୋ ଓଲଟି ୨୨ ଜଣ ଗୁରୁତର, ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର

ଗଜପତି: ଅଟୋ ଓଲଟି ୨୨ ଜଣ ଗୁରୁତର । ଗଜପତି ସୀମାନ୍ତ ମୋହନା ବ୍ଲକ୍ ଜରାଉ ଛେଦନେଇ ଗାଁ ନିକଟରେ ଦୁର୍ଘଟଣା ହୋଇଛି । ୨୨ ଗୁରୁତରଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏକ ଅଟୋରେ ୨୨ ଜଣ ମୋହନା ବ୍ଲକ ଗୋବିନ୍ଦପୁର…

ଲୁଣ ଭାବି ଖାଇଦେଲେ ଥିମେଟ୍, ୩ ଶିଶୁ ଗୁରୁତର

ନୀଳଗିରି: ଲୁଣ ଭାବି ଥିମେଟ୍ ଖାଇଦେଲେ । ଗୁରୁତର ୩ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଘଟିଛି ଅଘଟଣ ।  ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ । ସେମାନଙ୍କୁ ଭୋକ…

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ, ଆଗାମୀ ୭୨ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଭେଣ୍ଟିଲେଟରରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା । ଲିଭରରେ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଛି । ଆଗାମୀ ୭୨ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ତାଙ୍କ…

ମହାନଦୀ ବ୍ରିଜ୍‌ ଉପରୁ ଖସିପଡ଼ିଲେ ଯୁବକ, ଗୁରୁତର ଅବସ୍ଥାରେ SCB ମେଡିକାଲରେ ଭର୍ତ୍ତି

କଟକ : ମହାନଦୀ ବ୍ରିଜ ଉପରୁ ତଳକୁ ଖସି ପଡ଼ିଲେ ଯୁବକ । ସଡକ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଥିବ ସନ୍ଦେହ କାରଯୁଛି । ଯୁବକ ଜଣକ ନାମ ସତିଶ ରାଉତ । ତାଙ୍କ ଘର ଛତିଆ ଅଞ୍ଚଳର ବୋଲି ଜଣାପଡିଛି । ଚାଉଳିଆଗଞ୍ଜର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯୁବଙ୍କୁ ଉଦ୍ଧାର କରିବା ସହ SCB…

ସାପ କାମୁଡ଼ାରେ ପୁଅ ମୃତ, ମାଆ ଗୁରୁତର

ବଣାଇ:  ମାଆ ପାଖରେ ଶୋଇଥିଲା ପୁଅ । ଚାଲିଗଲା ଜୀବନ । ସାପ କାମୁଡ଼ାରେ ପୁଅ ମୃତ, ମାଆ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ବଡଚୂହାଁ ଗାଁରେ ହୃଦୟ ବିଦାରକ ଘଟଣା ଘଟିଛି । ଗାଁର ରଥ କୁହ୍ଲ ଖଟିଆରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ପୁଅ ତଳେ ଶୋଇଥିଲେ । ଭୋର ୩ଟା…

ବିଚ ରାସ୍ତାରେ ଡାକ୍ତରଙ୍କୁ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ସୋର: ବାଲେଶ୍ବର ଜିଲ୍ଲାର ସୋରରେ ବିଚ ରାସ୍ତାରେ ଡାକ୍ତରଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିଶୁ ବିଶେଷଜ୍ଞ ଡାକ୍ତର ବ୍ରଜ କିଶୋର ସ୍ୱାଇଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୋର କଲେଜ ରୋଡରେ ଥିବା ନିଜ କ୍ଲିନିକରୁ ବାପାଙ୍କ ସହିତ ଘର ଖଇରାକୁ ଯିବା ପାଇଁ ଡାକ୍ତର ସ୍ୱାଇଁ…

ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ ଏବେ ବି ସଙ୍କଟାପନ୍ନ, ସୂଚନା ଦେଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର : ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି । ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର । ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ ସ୍ବାସ୍ଥ୍ୟ । ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

ନିମୋନିଆରେ ପୀଡ଼ିତ ଅଛନ୍ତି ଅଭିଜିତ ଜୁମଦାର: ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି

ଭୁବନେଶ୍ୱର : କୋମାରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଭୁବନେଶ୍ବର ଏମସରେ ସେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ନିମୋନିଆରେ ପୀଡ଼ିତ ଅଛନ୍ତି ଅଭିଜିତ। ICUରେ ଭେଣ୍ଟିଲେଟର ସପୋର୍ଟରେ ଥିବା ଭୁବନେଶ୍ବର ଏମ୍ସ ପକ୍ଷରୁ ମେଡିକାଲ…

ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର

କଟକ :  ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ । ଅଭିଜିତ୍ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଛି । ପ୍ରାରମ୍ଭିକ ଭାବେ ଏମ୍ସ ଟ୍ରମା କେୟାରରେ ଚିକିତ୍ସିତ…