Browsing Tag

crocodile

ନିଆରା ପରମ୍ପରା, ନଦୀ କୂଳରେ କୁମାରୀମାନେ କରନ୍ତି କୁମ୍ଭୀର ପୂଜା

ରାଜନଗର: ନଦୀ କୂଳରେ ଚାଲିଛି କୁମ୍ଭୀର ପୂଜା । କୁମ୍ଭୀର ଆକ୍ରମଣରୁ ବର୍ତ୍ତିବା ପାଇଁ କୁମାରୀ କରୁଛନ୍ତି କୁମ୍ଭୀର ପୂଜା । ୧୦ ବର୍ଷ ହେବ ଏହି ନିଆରା ପରମ୍ପରା ଦେଖିବାକୁ ମିଳିଛି । ଅଗ୍ନି ଉତ୍ସବ ପୁର୍ଣିମା ଦିନ ନଦୀ କୂଳରେ କୁମାରୀମାନେ କରିଥାନ୍ତି କୁମ୍ଭୀର ପୂଜା । କେନ୍ଦ୍ରାପଡା…

ନନ୍ଦନକାନନରେ ୮ ଦିନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବାରଙ୍ଗ : ୮ ଦିନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ । ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।  ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଦ୍ଵାରା ମୃତ ଓ ଜୀବିତ କୁମ୍ଭୀରର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ…

ଘଣ୍ଟା ଘଣ୍ଟା ଧରି ସମୁଦ୍ର ଲହଡିରେ ଭାସୁଛି କୁମ୍ଭୀର, ଛାନିଆ ଲୋକେ

କାକଟପୁର: ଅସ୍ତରଙ୍ଗ ସମୁଦ୍ରରେ କୁମ୍ଭୀର । ଏ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କାହିଁକି ନା କୁମ୍ଭୀର ସାଧାରଣତଃ ନଦୀ, ନାଳ କିମ୍ବା ଜଳାଶୟମାନଙ୍କରେ ଦେଖିବାକୁ ମିଳିଥାନ୍ତି । କିନ୍ତୁ ସମୁଦ୍ରରେ କୁମ୍ଭୀର ଦେଖା ଯିବା ଏହା ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ନିଶ୍ଚୟ । କିନ୍ତୁ…

ମହାନଦୀରେ ବିଶାଳକାୟ କୁମ୍ଭୀର, ନଦୀ କୂଳିଆ ଲୋକଙ୍କୁ ପ୍ରବେଶ ଉପରେ ବାରଣ

ବାରଙ୍ଗ : ମହାନଦୀରେ କୁମ୍ଭୀର । ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ବିଶାଳକାୟ କୁମ୍ଭୀର । ମହାନଦୀ ମଝିରେ ଥିବା ଟାପୁ ଉପରେ କୁମ୍ଭୀର ଶୋଇ ରହିଥିବାର ଦେଖିବାକୁ ମିଳିଛି । କୁମ୍ଭୀର ଦେଖିବାକୁ ମୁଣ୍ଡଳୀ ବ୍ୟାରେଜ ଉପରେ ନାହିଁନଥିବା ଭିଡ଼ । ଏହା ଏକ ଥଣ୍ଟିଆ କୁମ୍ଭୀର ବୋଲି ବନ ବିଭାଗ…

ବିଲ ମୁଣ୍ଡରେ ଜଗି ରହିଛି ବିରାଟକାୟ ବଉଳା କୁମ୍ଭୀର, ଭୟଭୀତ ଚାଷୀ

ରାଜନଗର : ବିଲ ମୁଣ୍ଡରେ ଜଗି ରହିଛି ବିରାଟକାୟ ବଉଳା କୁମ୍ଭୀର । ତିନିଦିନ ହେବ କୁମ୍ଭୀରଟି ବିଲ ମୁଣ୍ଡରେ ଶୋଇ ରହିଥିବାରୁ ବିଲକୁ ଯିବାକୁ ଭୟ କରୁଛନ୍ତି ଚାଷୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଗୋପାଳପୁର , କେରଡାଗଡର ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ନିକଟ ବିଲ…

ଗାଁ ପୋଖରୀରେ ୧୦ ଫୁଟିଆ ବଉଳା କୁମ୍ଭୀର, ଉଦ୍ଧାର ପରେ ନଦୀରେ ଛାଡିଲା ବନ ବିଭାଗ

ମହାକାଳପଡ଼ା : ଗାଁ ପୋଖରୀରେ କୁମ୍ଭୀର, ଲୋକେ ଭୟଭୀତ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦତ୍ତପୁର ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର କଲା ବନ ବିଭାଗ। ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ ଗାଁରେ…

ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ଖରସ୍ରୋତା ନଦୀରେ ଅଘଟଣ

ଯାଜପୁର : ମହିଳାଙ୍କୁ ଟାଣି ନେଲା କୁମ୍ଭୀର ।  ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତର କନ୍ତିଆ ନିକଟ ଖରସ୍ରୋତା ନଦୀରେ ଘଟିଛି ଏହି ଅଘଟଣ ।  ଆଜି ଅପରାହ୍ନ ସମୟରେ ନଦୀକୁ ଲୁଗା ଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଦେଖିବାକୁ ମିଳିଛି ।  ମହିଳା ଜଣଙ୍କ…

ପଟ୍ଟାମୁଣ୍ଡାଇ ରାସ୍ତାରେ ୧୨ ଫୁଟ ଲମ୍ବା କୁମ୍ଭୀର, ସ୍ଥାନୀୟ ଲୋକେ ଦେଖି ଭୟଭୀତ

ପଟ୍ଟାମୁଣ୍ଡାଇ : ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ, ମଙ୍ଗଳବାର ଦିନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ରାସ୍ତାରେ ବୁଲୁଥିବା ଏକ ୧୨ ଫୁଟ ଲମ୍ବା କୁମ୍ଭୀର ଦେଖିବାକୁ ମିଳିଥିଲା ।  ପଟ୍ଟାମୁଣ୍ଡାଇରେ ଏହି ବିଶାଳ କୁମ୍ଭୀର ଲୋକମାନେ ଭୟଭୀତ ହୋଇପଡ଼ିଥିଲେ।  ରିପୋର୍ଟ ଅନୁଯାୟୀ,…

ଭାଇରଲ ହେଉଛି ଉନ୍ଦେର ନଦୀରେ କୁମ୍ଭୀର ଫଟୋ, ଗୁଜବ ନା ସତ ତାହାକୁ ନେଇ ସନ୍ଦେହରେ ବନବିଭାଗ

ଟିଟିଲାଗଡ଼: ଗୁଜବ ନା ସତ...କହିବା ମୁସ୍କିଲ । କିନ୍ତୁ ସାମାଜିକ ଗଣମାଧ୍ୟମରେ ଜୋରସୋରରେ ଭାଇରଲ ହେବାକୁ ଲାଗିଛି ଏହି ଫଟୋ । ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ଉନ୍ଦେର ନଦୀରେ ଆଜି କୁମ୍ଭୀର ରହିଥିବା ନେଇ ଚାଲିଛି ଚର୍ଚ୍ଚା । ହେଲେ ଏହା ଗୁଜବ ନା ସତ ତାହାକୁ ନେଇ ସନ୍ଦେହରେ ବନବିଭାଗ । ଏବେ…

କୁମ୍ଭୀର ଝାମ୍ପି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର, ଗତକାଲି ଟାଣିନେଇଥିଲା

ମହାକାଳପଡା: ଉଦ୍ଧାର ହେଲା କୁମ୍ଭୀର ଝାମ୍ପି ନେଇଥିବା ମହିଳାଙ୍କ ମୃତଦେହ ।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ସୁନିତି ପଞ୍ଚାୟତର ବେଣାକଦ୍ଧା ଗାଁରେ ଜଣେ ମହିଳାଙ୍କୁ ଗତକାଲି ଝାମ୍ପି ନେଇଥିଲା କୁମ୍ଭୀର । ଗୋବରୀ ନଦୀ କୂଳରେ ଛେଳି ଚରାଇବା ବେଳେ ଭିଡ଼ି ନେଇଥିଲା କୁମ୍ଭୀର । ତାଙ୍କ…

କେନାଲରେ ବଉଳା କୁମ୍ଭୀର, ଭୟଭୀତ ସ୍ଥାନୀୟ ଲୋକେ

ରାଜନଗର: ରାଜନଗର ବ୍ଲକ ଝାଡ଼ପଡା କେନାଲରେ ବଉଳା କୁମ୍ଭୀର । ବନ୍ୟା ପାଣିରେ ଉପରମୁଣ୍ଡକୁ ଭାସି ଆସିଛି ଏକ ବିରାଟ କାୟ ବଉଳା କୁମ୍ଭୀର । କୁମ୍ଭୀରକୁ ଦେଖ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକେ । ବ୍ରାହ୍ମଣୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ପାଣି ଘେରରେ ଅନେକ ଗାଁ…

ପାଟିକୁ ଆଁ କରି ରହିଛି ୨୦ ଫୁଟ ଲମ୍ବର କୁମ୍ଭୀର, ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି

୨୦ ଫୁଟ ଲମ୍ବର କୁମ୍ଭୀର ଏବେ ଲୋକଙ୍କୁ ଘାଇଲା କଲାଣି । ଯାହାକୁ ଦେଖୁଛି ତାକୁ ଗୋଡ଼ଉଛି । ପାଟି କୁ ଆଁ କରି ରହିଛି । ଯେମିତି ଶିକାର ଆଶାରେ ରହିଛି । ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି ।  ଦେଖିଲେ ଭୟଭୀତ ହୋଇ ଯାଉଛନ୍ତି ସ୍ଥାନୀୟ ବାସିନ୍ଦା ।  ହଁ ଆଜ୍ଞା, ଏ ଦୃଶ୍ୟକୁ…