ଖୁସିମନରେ ପହଁରୁଥିଲା ୧୬ ଫୁଟିଆ କୁମ୍ଭୀର, ଅଚାନକ ସାମ୍ନାକୁ ଚାଲି ଆସିଲା ସାର୍କ; ଭିଡିଓରେ ଦେଖନ୍ତୁ ତା’ପରେ କ’ଣ…
ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଅଷ୍ଟ୍ରେଲିଆରେ ଏକ ବିରାଟ କୁମ୍ଭୀର ସାମ୍ନାକୁ ଏକ ବୁଲ୍ ସାର୍କ ଚାଲି ଆସୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଚାଲ୍ସି ଓ ବ୍ରାୟନ୍ କୁନୁନୁର୍ରା ନାମକ ଦୁଇ ଧୀବର…