Browsing Tag

crocodile gori

ମା’ ହୋଇପାରୁନି ଶଙ୍ଖୁଆ ଧଳା କୁମ୍ଭୀର ‘ଗୋରୀ’, ଚିନ୍ତାରେ ପରିବେଶବିତ୍‌

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ମା’ ହୋଇପାରୁନି ଭିତରକନିକାର ଶଙ୍ଖୁଆ ଧଳା କୁମ୍ଭୀର ଗୋରୀ । ଯୌବନ ପ୍ରାପ୍ତି ପରେ ଗୋରୀ ମା’ ହେବା ପାଇଁ ବନବିଭାଗ ପକ୍ଷରୁ ଅନେକ ଚେଷ୍ଟା କରାଯାଇଛି । ହେଲେ ବିଫଳ ହୋଇଛି । ଗୋରୀ ପୁରୁଷ କୁମ୍ଭୀରଙ୍କୁ ପ୍ରତ୍ୟାଖାନ କରିଛି । ଅନେକ ଥର ଗୋରୀ ଅଣ୍ଡା ଦେଇଛି, ହେଲେ…