କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ, ଭିତରକନିକାରୁ ୮୦ରୁ ଊର୍ଦ୍ଧ୍ବ ବସା ଠାବ
ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ନଦୀ ନାଳ କଡରେ ମା କୁମ୍ଭୀର ବସା ତିଆରିକରି ଅଣ୍ଡାଦେବା ଆରମ୍ଭ କରିଛନ୍ତି । ଏନେଇ ବନବିଭାଗ ପକ୍ଷରୁ କୁମ୍ଭୀର ବସା ଠାବ କରିବା ପାଇଁ ଟିମ୍ ଗଠନ କରାଯାଇଛି । ଆଜି ପର୍ଯ୍ୟନ୍ତ ରାଜନଗର ବନଖଣ୍ଡର ବିଭିନ୍ନ ନଦୀ ନାଳମାନଙ୍କରେ ୮୦ରୁ…