Browsing Tag

crocodile rescued

ଉମରକୋଟ ଶୁକିଗାଁରୁ ୪ ଫୁଟ ୯ ଇଞ୍ଚ ଲମ୍ବର କୁମ୍ଭୀର ଉଦ୍ଧାର

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶୁକିଗାଁ ସ୍ଥିତ ରାଜେଶ ଘୋଷ ନାମକ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ଥିବା ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର । ଗ୍ରାମବାସୀ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଏହି କୁମ୍ଭୀରର ଲମ୍ବ ୪ ଫୁଟ ୯ ଇଞ୍ଚ ହୋଇଥିବା ବେଳେ ଓଜନ…

ରାଜନଗର ଭେକ୍ଟାକୋଲା ଗାଁ ପୋଖରୀରୁ ୮ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର

ରାଜନଗର(କେନ୍ଯୁଜ୍): ପୋଖରୀରେ ୮ଫୁଟର କୁମ୍ଭୀର। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭେକ୍ଟାକୋଲା ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। ୮ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର କଲା ବନବିଭାଗ। ମନ୍ମଥ ରାଏଙ୍କ ପୋଖରୀରୁ କୁମ୍ଭୀରକୁ ଉଦ୍ଧାର କରିଛି ରାଜନଗର ବନବିଭାଗ। ପୋଖରୀରେ ବତକ ଖାଇବାକୁ…

ଭଦ୍ରକ ନାନ୍ଦପୁର ଗାଁ ଦେଇ ବହିଯାଇଥିବା ସାଳନ୍ଦୀ ନଦୀରୁ ୪ ଫୁଟର ବଉଳା କୁମ୍ଭୀର

ଚାନ୍ଦବାଲି: ସାଳନ୍ଦୀ ନଦୀରୁ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୪ ଫୁଟର କୁମ୍ଭୀର। ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ନାନ୍ଦପୁର ଗାଁ ଦେଇ ବହିଯାଇଥିବା ସାଳନ୍ଦୀ ନଦୀରେ ମତ୍ସ୍ୟଜୀବୀ ଜାଲ ପକାଇ ମାଛ ଧରୁଥୁବା ବେଳେ ଜାଲରେ ୪ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ପଡିଥିଲା । ସୂଚନା ଅନୁସାରେ…

କୋରାପୁଟ: ବୈପାରିଗୁଡା କାଂଦୁଲୁବେଡ଼l ଗାଁ ପୋଖରୀରୁ ୪ ଫୁଟର କୁମ୍ଭୀର ଉଦ୍ଧାର, ଗ୍ରାମବାସୀଙ୍କ ଭିତରେ କୋକୁଆ ଭୟ

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡାରେ ପୋଖରୀ ଭିତରୁ କୁମ୍ଭୀର ଉଦ୍ଧାର । ଜଙ୍ଗଲ ବିଭାଗ ପକ୍ଷରୁ କୁମ୍ଭୀରଟିକୁ କୋଲାବ ନଦୀରେ ଛାଡି ଦିଆଯାଇଛି। ପୋଖରୀ ବା ନଦୀକୁ ଗଲାବେଳେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବୈପାରିଗୁଡା ବ୍ଲକର…

ବାଲେଶ୍ୱର ରୂପଖଣ୍ଡ ଗାଁର ଏକ ନାଳ ଭିତରୁ ୫ ଫୁଟର ଏକ କୁମ୍ଭୀର ଉଦ୍ଧାର

ବାଲେଶ୍ୱର : ମାଛ ଜାଲରେ ପଡିଲା କୁମ୍ଭୀର। ବାଲେଶ୍ୱର ବାହାନଗା ବ୍ଲକ ରୂପଖଣ୍ଡ ଗାଁରେ ଥିବା ଏକ ନାଳରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି। ଆରୁହାବାଡ ଗାଁର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିବାବେଳେ ଜାଲରେ କୁମ୍ଭୀରଟି ପଡିଥିଲା। ଏହାର ଲମ୍ବ ପ୍ରାୟ ୫ ଫୁଟ ହେବ। ଏତେବଡ଼…

ଗଞ୍ଜାମ : ଦିଗପହଣ୍ଡି ତଲାସିଙ୍ଗି ଗାଁ ନିକଟ ଜମିରୁ କୁମ୍ଭୀର ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗାଁ ନିକଟରେ ଥିବା ଜମିରେ ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି। କୁମ୍ଭୀରଟିକୁ  ଉଦ୍ଧାର ପରେ ଘୋଡାହାଡ ଜଳ ଭଣ୍ଡାରରେ ଛାଡି ଦିଆଯାଇଛି। ଆଜି ଅପରାହ୍ନରେ ଏକ ଜମିରେ ଗୋଟିଏ କୁମ୍ଭୀର ଥିବାର ଥିବାର ଲୋକମାନେ ଦେଖିବାକୁ…

ବାଲେଶ୍ୱର: ରଜଦେଉଳିଠାରେ ମାଛ ଜାଲରେ ପଡିଲା ୫ଫୁଟ ଲମ୍ବର କୁମ୍ଭୀର, ଭିତରକନିକା ଅଭୟାରଣ୍ୟରୁ ପଳେଇ ଆସିଥିବା ସନ୍ଦେହ

ବାଲେଶ୍ୱର: ମାଛ ଜାଲରେ ପଡିଲା କୁମ୍ଭୀର। ବାଲେଶ୍ୱର ଜିଲ୍ଲା ବାହାନଗାବ୍ଲକ ଖରାସାହାପୁର ପଞ୍ଚାୟତ ବରଜଦେଉଳିଠାରେ ମାଛ ଧରୁଥିବାବେଳେ କୁମ୍ଭୀର ଧରାପଡିଥିଲା। ଏହା ଏକ ବଉଳା କୁମ୍ଭୀର ବୋଲି ଜମାପଡିଛି। ଏହାର ଲମ୍ବ ୫ଫୁଟ ଓ ଓଜନ ପ୍ରାୟ ୨୦କିଲୋ ହେବ ବୋଲି ଜଣାପଡିଛି। ଖବର ପାଇ DFO…