ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ନଦୀରେ ଶୌଚ ହେବା ବେଳେ ଝାମ୍ପିନେଲା
ରାଜନଗର (କେନ୍ୟୁଜ): ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଶୌଚ ହେବା ବେଳେ ଝାମ୍ପିନେଲା କୁମ୍ଭୀର । ରାଜନଗର ଦକ୍ଷିଣଭେଡ଼ା ଗାଁରେ ଆଜି ଏହି ଅଘଟଣ ଘଟିଛି । ନିଖୋଜ ବ୍ୟକ୍ତି ଗାଁର ବାଇଧର ମଲ୍ଲିକ । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଓ ଅଗ୍ନିଶମ…