ଗଞ୍ଜାମ: ଟିକରପଡା ଗାଁ ନିକଟରେ ନଦୀରେ ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର, ନାବାଳକର ମୃତ୍ୟୁ
ଗଞ୍ଜାମ(କେନ୍ୟୁଜ୍): ନଦୀରେ ଗାଧୋଇବା ବେଳେ କୁମ୍ଭୀର ଟାଣି ନେଲା । କୁମ୍ଭୀର ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସେବକ ଟିକରପଡା ଗାଁ ନିକଟରେ ଥିବା ଘୋଡ଼ାହାଡ଼ ନଦୀରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ନନ୍ଦୁ ଗୌଡ଼ । ଆଜି…