Browsing Tag

crocodile

ଗଞ୍ଜାମ: ଟିକରପଡା ଗାଁ ନିକଟରେ ନଦୀରେ ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର, ନାବାଳକର ମୃତ୍ୟୁ

ଗଞ୍ଜାମ(କେନ୍ୟୁଜ୍):  ନଦୀରେ ଗାଧୋଇବା ବେଳେ କୁମ୍ଭୀର ଟାଣି ନେଲା । କୁମ୍ଭୀର ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସେବକ ଟିକରପଡା ଗାଁ ନିକଟରେ ଥିବା ଘୋଡ଼ାହାଡ଼ ନଦୀରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ନନ୍ଦୁ ଗୌଡ଼ । ଆଜି…

ପୋଖରୀରେ ବାସନ ମାଜୁଥିବା ବେଳେ ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର, ମିଳିଲା କ୍ଷତବିକ୍ଷତ ମୃତଦେହ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ପୋଖରୀରେ ବାସନ ମାଜୁଥିବା ବେଳେ ଟାଣିନେଲା କୁମ୍ଭୀର । ବହୁ ସମୟ ଖୋଜାଖୋଜି ପରେ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ । କେନ୍ଦ୍ରାପଡା ରାଜନଗର ହାତିଆଗଡି ଗାଁରେ ଅଭାବନୀୟ ଘଟଣା । ମହିଳା ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ ଟାଣି ନେଇଥିଲା କୁମ୍ଭୀର ।…

କଟକ ମହାନଦୀରେ ପବନ ଖାଉଛି ଥଣ୍ଟିଆ କୁମ୍ଭୀର, ଦେଖିବାକୁ ରାସ୍ତା ଉପରେ ଲୋକଙ୍କ ଭିଡ଼

କଟକ(କେନ୍ୟୁଜ୍): କଟକ ମହାନଦୀରେ କୁମ୍ଭୀର ଆତଙ୍କ। ସିଡିଏ ଓ ଧବଳେଶ୍ଵରକୁ ସଂଯୋଗ କରୁଥିବା ସେତୁ ନିକଟରେ କୁମ୍ଭୀର ଦେଖିବାକୁ ମିଳିଛି। ପାଣିରେ ଓ ବାଲି ଉପରେ ଶରୀରକୁ ରଖି ନଦୀ ମଧ୍ୟରେ କୁମ୍ଭୀର ଥିବା ଦେଖାଯାଇଛି। କୁମ୍ଭୀରକୁ ଦେଖିବାକୁ ରାସ୍ତା ଉପରେ ଲୋକଙ୍କ ଭିଡ଼ ଜମିଛି। ଲୋକମାନେ ବ୍ରିଜ…

ପ୍ରାଚୀନ ମିଶରରୁ ମିଳିଲା ୨୫୦୦ ବର୍ଷ ପୁରୁଣା ୧୦ କୁମ୍ଭୀରଙ୍କ ମମି! ପ୍ରଜନନ ଦେବତାଙ୍କୁ ଖୁସି କରିବା ପାଇଁ ଭୋଗ…

ମିଶରରେ ପ୍ରବାହିତ ନୀଳ ନଦୀର ପଶ୍ଚିମରେ ଅବସ୍ଥିତ ଏକ କବରସ୍ଥଳୀରୁ ୧୦ କୁମ୍ଭୀରଙ୍କ ମମି ମିଳିଛି। ଏହି କବର ନାମ ‘କୁବ୍ଦତ ଅଲ୍‌-ହଓ୍ଵା’। କୁମ୍ଭୀରମାନଙ୍କର ଏହି ମମି ପ୍ରାୟ ୨୫୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ପ୍ରାଚୀନ ମିଶରରେ ପ୍ରଜନନ ଦେବତା ସୋବେକଙ୍କୁ ଖୁସି କରିବା ପାଇଁ ଲୋକେ…

ରାଜନଗର ହଂସୁଆ ନଦୀରୁ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର

ରାଜନଗର(କେନ୍ୟୁଜ୍): ହଂସୁଆ ନଦୀରୁ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର । ରାଜନଗର ବ୍ଲକ ହଂସୁଆ ନଦୀର ବିଜୁଳିଆଠାରେ ବିଶାଳକାୟ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି । ମୃତ କୁମ୍ଭୀରର ଲମ୍ବ ୧୭ ଫୁଟରୁ ଊର୍ଦ୍ଧ୍ୱ ହେବ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରକୁ ଆଣି…

ଶୋଇଥିବା ସମୟରେ ରାତିରେ ଘରକୁ ପଶିଗଲା କୁମ୍ଭୀର, ହୋ ହାଲ୍ଲା ଶୁଣି ଦଉଡ଼ି ଆସିଲେ ଗ୍ରାମବାସୀ

କେନ୍ୟୁଜ୍‌(ବ୍ୟୁରୋ): ରାତିରେ ଘରକୁ ପଶି ଆସିଲା କୁମ୍ଭୀର । ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ଏକ ଗାଁ କରେଲୀରେ । କୁମ୍ଭୀର କୁ ଦେଖି ସମସ୍ତେ ଭୟଙ୍କର ଭାବରେ ଡରି ଯାଇଥିଲେ, ତା ପରେ ଗାଁ ଲୋକ ଆସି ଧରିଲେ କୁମ୍ଭୀରକୁ ।କୁମ୍ଭୀରଟି ରାଜସ୍ଥାନର କରେଲୀ ଗାଁର ଚମ୍ବଲ ନଦୀରୁ ବାହାରି ରାତିରେ…

ଆଖି ବୁଜିଲା ପ୍ରଥମ ଶାକାହାରୀ କୁମ୍ଭୀର ‘ବାବୀୟା’, ସମ୍ମାନର ସହ ହେଲା ଶେଷ କୃତ୍ୟ

ଆଖି ବୁଜିଲା ଶାକାହାରୀ କୁମ୍ଭୀର ‘ବାବୀୟା’ । କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। କେରଳର ପଦ୍ମନାଭସ୍ୱାମୀ ମନ୍ଦିର ହ୍ରଦରେ ରହୁଥିଲା କୁମ୍ଭୀର ‘ବାବୀୟା’ । କୁହାଯାଏ ଏହି କୁମ୍ଭୀର କୌଣସି ସାଧାରଣ କୁମ୍ଭୀର ନଥିଲା । କାରଣ ଏହି କୁମ୍ଭୀରର…

ବନ୍ୟା ପାଣିରେ କଲୋନୀକୁ ପଶି ଆସିଲା ୮ ଫୁଟ ଲମ୍ବ କୁମ୍ଭୀର, ଭାଇରଲ ହେଉଛି ଭୟଙ୍କର ଭିଡିଓ

ବର୍ଷା ଯୋଗୁଁ ଚାରିଆଡେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏମିତିରେ ବର୍ଷା ପାଣିରେ କେତେ ଜୀବଜନ୍ତୁ ଭାସିଯାଉଥିବା ଖବର ଆପଣ ନିଶ୍ଚିତ ଜାଣିଥିବେ। ହେଲେ କେବେ ଆପଣ ବନ୍ୟା ପାଣିରେ ଗାଁ ଦାଣ୍ଡକୁ କୁମ୍ଭୀର ପଶି ଆସିଥିବା ହୁଏତ ଜାଣିନଥିବେ। ଏମିତି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।…

ବନ୍ୟା ପାଣିରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଲୋକେ ବନ୍ଯା ପରିସ୍ଥିତି ମୁକାବିଲା କରୁଥିବା ବେଳେ କୁମ୍ଭୀର ଆତଙ୍କ ଲୋକଙ୍କୁ ଅଧିକ ଭୟଭୀତ କରିଛି । ଆଜି ମହାନଦୀ ବନ୍ଯାରେ ରାମଗଡ଼ ମହାନଦୀ କୂଳରେ ଏକ କୁମ୍ଭୀର ଯାଉଥିବାର ସ୍ଥାନୀୟ ବାସିନ୍ଦା…

ଚିଡ଼ିଆଖାନାରେ କୁମ୍ଭୀର ଚମଡ଼ାରେ ତିଆରି ହ୍ୟାଣ୍ଡ ବ୍ୟାଗ୍‌, ଭାଇରାଲ ହେଉଛି ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ

ପ୍ରାଣୀ ଉଦ୍ୟାନରେ ରଖାଯାଇଛି କୁମ୍ଭୀର ଚମଡ଼ାରେ ତିଆରି ବ୍ୟାଗ୍‌। ଲଣ୍ଡନର ରିଜେଣ୍ଟ ପାର୍କ ସ୍ଥିତ ଚିଡ଼ିଆଘରେ ଉତ୍ତୋଳନ ହୋଇଥିବା କୁମ୍ଭୀର ଚମଡ଼ା ବ୍ୟାଗ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏୟାରପୋର୍ଟ ଚେକିଂ ବେଳେ ଉଦ୍ଧାର…

ଭିତରକନିକା ଓ ରାଜନଗର ବନଖଣ୍ଡରେ କୁମ୍ଭୀର ବସା ଗଣନା ଶେଷ, ଚଳିତବର୍ଷ ରେକର୍ଡ ସଂଖ୍ୟକ ବସା ଚିହ୍ନଟ

ରାଜନଗର(କେନ୍ୟୁଜ୍): ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷ କୁମ୍ଭୀର ବସା ଗଣନା ଶେଷ ହୋଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୧୨୨ଟି ବସା ଚିହ୍ନଟ କରାଯାଇଛି। ଗତବର୍ଷ ୮୪ଟି ବସା ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଛି।…

ମାଛ ଧରିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ମହାକାଳପଡା(କେନ୍ୟୁଜ୍): ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଅଘଟଣ । ଗାଁର ନାଗା ମଲ୍ଲିକ, ଯଶୁଆ ମଲ୍ଲିକ, ଓ ଟହଲି ମଲ୍ଲିକ୍‌ ଗୋବରୀ ନଦୀରୁ ମାଛ ଧରୁଥିବା ବେଳେ ନାଗା ମଲ୍ଲିକଙ୍କୁ ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିଲା ।…