ନନ୍ଦନକାନନରେ ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର, ଉଦ୍ଧାର ପାଇଁ କର୍ମଚାରୀଙ୍କ ଉଦ୍ୟମ ଜାରି
ଭୁବନେଶ୍ବର(କେନ୍ୟୁଜ୍): ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀମାନେ ରହୁଥିବା ଖୁଆଡ ନମ୍ବର ୬୩ରେ ଏକ କୁମ୍ଭୀର ପଶିଯାଇଛି। ଖୁଆଡ ଭିତରୁ କୁମ୍ଭୀରକୁ ଉଦ୍ଧାର ପାଇଁ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି।
ଖୁଆଡ ନମ୍ବର ୬୩ ଓ ୬୪ରେ ଥିବା ଜଲାଶୟରେ ପ୍ରାୟ…