Browsing Tag

crocodiles

ନଦୀକୁ ଯାଉଥିଲେ ରୁହନ୍ତୁ ସତର୍କ, ଗାଧୋଇବା ସମୟରେ ହଠାତ୍ ମାଡି ଆସିଲା ୮ ଫୁଟର କୁମ୍ଭୀର

ମାର୍ଶାଘାଇ(କେନ୍ୟୁଜ୍): ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ ! ନଦୀରେ ଗାଧୋଉଥିବା ବେଳେ ଯୁବକଙ୍କୁ ହଠାତ୍ ଆକ୍ରମଣ କରିବାକୁ ମାଡ଼ି ଆସିଲା ବିରାଟକାୟ କୁମ୍ଭୀର । ଆଉ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ନୂଆ ଜୀବନ ପାଇଲେ ଯୁବକ । ଥମିବାର ନା ନେଉନାହିଁ କୁମ୍ଭୀର ଆତଙ୍କ…

ରାସ୍ତାରେ କୁମ୍ଭୀର, ଖାଇ ଗଲାଣି ଏକାଧିକ ଘୁଷୁରୀ! ଧରିବା ପାଇଁ ବନ ବିଭାଗ ନାକେଦମ୍‌

ଉତ୍ତର ପ୍ରଦେଶରେ ପାହାଡ଼ ଉପରେ ମୂଶଳ ଧାରାରେ ବର୍ଷା ଲାଗି ରହିଛି, ଯେଉଁ କାରଣରୁ ପରିସ୍ଥିତି ଏବେ ବେହାଲ ହୋଇପଡ଼ିଛି। ଗଙ୍ଗାର ଜଳସ୍ତର ବୃଦ୍ଧି ପାଇ ନଦୀ ଏବେ ଉଛୁଳୁ ମୁଛୁଳୁ ଅବସ୍ଥାରେ ରହିଛି। ନଦୀ କୂଳରେ ଅବସ୍ଥିତ ତଳୁଆ ଅଞ୍ଚଳରେ ପାଣି ମାଡ଼ି ଯାଇଛି। ସହରର ଗଳିକନ୍ଦିରେ ରାସ୍ତା ଉପରେ ପାଣି…

ସାତକୋଶିଆରେ ପୁଣି ଥରେ ଖୁସି ଖବର: ଗଣ୍ଡର ବଲଦମରା ଠାରେ ଜନ୍ମ ହୋଇଛନ୍ତି ୩୨ଟି ଘଡିଆଳ ଛୁଆ

ଅନୁଗୁଳ(କେନ୍ୟୁଜ୍‌): ସାତକୋଶିଆରେ ପୁଣି ଥରେ ଖୁସି ଖବର। ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ୩୨ଟି ଘଡିଆଳ ଛୁଆ ଜନ୍ମ ହୋଇଛି। ସିସିଟିଭିରେ କଏଦ ହୋଇଛି ମାଆ ଓ ଛୁଆର ଫଟୋ। ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନଜର ରଖିଛନ୍ତି ବନବିଭାଗ କର୍ମଚାରୀ। ସେହି ଅଞ୍ଚଳକୁ ସ୍ଥାନୀୟ ବାସିନ୍ଦା,…

ସାତକୋଶିଆରେ ଲାଗିଲା ଦାଗ ! ମା’ ସହ ୨୮ ଘଡିଆଳ ଶାବକ ନିଖୋଜ, ୭ ଦିନ ହେଲା ମିଳୁନି ପତ୍ତା

ଆଠଗଡ(କେନ୍ଯୁଜ୍): ସାତକୋଶିଆରେ ଲାଗିଲା ଦାଗ । ମା’ ସହ ୨୮ ଘଡିଆଳ ଶାବକ ନିଖୋଜ । ୭ ଦିନ ହେଲା ସେମାନଙ୍କ ମିଳୁନି ପତ୍ତା । ବହୁ ଖୋଜାଖୋଜି ପରେ ସେମାନଙ୍କ ସମ୍ପର୍କରେ କୌଣସି ଖବର ମିଳୁନି । ଏଥିପାଇଁ ଜଙ୍ଗଲ ବିଭାଗକୁ ଦାୟୀ କଲେ ଗାଁଲୋକ । ମହାନଦୀର ସାତକୋଶିଆ ଗଣ୍ଡରେ ମେ’ ମାସରେ ୨୮ଟି…

କିଏ ପଶୁ ? ପ୍ରତିଶୋଧର ନିଆଁରେ ୩୦୦ କୁମ୍ଭୀର ମାରିଦେଲେ ଉତ୍ତ୍ଯକ୍ତ ଲୋକେ

କୁମ୍ଭୀରକୁ ମୃତ୍ୟୁଦଣ୍ଡ । କୁମ୍ଭୀର ଉପରେ ରାଗ ଶୁଝାଇଲେ ଉତ୍ତ୍ୟକ୍ତ ଲୋକ । ପିଟିପିଟି ମାରିଦେଲେ । ଗୋଟିଏ କି ଦୁଇଟି ନୁହେଁ, ୩ ଶହ କୁମ୍ଭୀରଙ୍କୁ ଲୋକ ମାରିଦେଇଛନ୍ତି । ଏଭଳି ନିର୍ଦ୍ଦୟ ଓ ଭୟାନକ ଘଟଣା ଇଣ୍ଡୋନେସିଆରେ ଘଟିଛି । ଅତି ନିର୍ଦ୍ଦୟ ଭାବରେ ଘୋଷାଡ଼ି ଘୋଷାଡ଼ି ନେଇ ଅପରାଧୀ ଭଳି…