Browsing Tag

cross over match

ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌

ଭୁବନେଶ୍ବର(କେନ୍ୟୁଜ୍) : ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌ । ସରିଯାଇଛି ଗ୍ରୁପ ପର‌୍ୟ୍ୟାୟ ମ୍ୟାଚ୍‌ । ବିଦା ହୋଇଛନ୍ତି, ଆୟରାଲଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ସ୍ପେନ୍‌ । ଆଜି କ୍ରସ୍‌ ଓଭରରେ ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ…