ରାସ୍ତା ପାର କରୁଥିଲା ୧୦ ଫୁଟ୍ ଲମ୍ବା ଆନାକୋଣ୍ଡା, ହେଲେ ଲୋକମାନେ କଣ କଲେ ଦେଖନ୍ତୁ ଭିଡିଓ
ବ୍ରାଜିଲର ରାଜପଥରେ ଏକ ୧୦ ଫୁଟ ଲମ୍ବା ଅଜଗର ସାପକୁ ରୋଡ ପାର କରିବା ପାଇଁ ଲୋକମାନେ ସାହାଯ୍ୟ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାଳେ ଅଜଗରଟିକୁ କୌଣସି ଆଘାତ ଲାଗିବ ସେଥିପାଇଁ ସମସ୍ତେ କାରକୁ ବନ୍ଦକରି ରାସ୍ତା ଜାମ କରିଦେଇଥିଲେ । ଆଉ ସାପଟିକୁ…