Browsing Tag

crow attack

ଦୀର୍ଘ ତିନିବର୍ଷ ହେଲା ବ୍ୟକ୍ତିଙ୍କ ଜୀବନ ପଛରେ ପଡିଛି କାଉ, ନେବାକୁ ଚାଁହୁଛି ନିଜ ପିଲା ମୃତ୍ୟୁର ପ୍ରତିଶୋଧ

ମଧ୍ୟପ୍ରଦେଶର ସୁମେଲା ଗ୍ରାମରେ ଏକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଏକ କାଉ ଶିବ କେବଟ ନାମକ ଜଣେ ଶ୍ରମିକଙ୍କ ପଛରେ ପଡି ଯାଇଛି । ସେ ଯେତେବେଳେ ବି ଘରୁ ବାହାରକୁ ବାହାରୁଛନ୍ତି ଠିକ ସେହି ସମୟରେ କାଉଟି ତାଙ୍କୁ ଆକ୍ରମଣ କରୁଛି । ଏପରି ଥରେ କିମ୍ବା ଦୁଇଥର ନୁହେଁ ବରଂ…