ଚିନ୍ତା ବଢ଼ାଉଛି କାଉ ମଡକ, ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ଲୋକେ
ପ୍ରଥମେ ଘୁମାଉଛନ୍ତି । ତା'ପରେ ଟଳମଳ ହୋଇ ଏପଟ ସେପଟ ଚାଲୁଛନ୍ତି । ଶେଷରେ ଟଳି ପଡୁଛନ୍ତି । ରାତି ପାହିଲା ବେଳକୁ ଘର ପଛପଟେ, ଛାତ ଉପରେ, ଘର ଆଗରେ, ରାସ୍ତାକଡ଼ରେ ପଡ଼ି ରହୁଛି କୁଢ଼କୁଢ ମୃତ କାଉ । ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ୍ ଅନ୍ତର୍ଗତ ଗାଲେରୀ ଗାଁର ଜନଗହଳିପୂର୍ଣ୍ଣ…