Browsing Tag

Crowded queues

ବାବାଟୀରେ ଟିକେଟ ପାଇଁ କାଉଣ୍ଟର ଆଗରେ ଦଳାଚକଟା ସ୍ଥିତି, ଭିଡ଼ ନିୟନ୍ତ୍ରଣ ପାଇଁ ଡିସିପି ନାକେଦମ

କଟକ : ବାବାଟୀରେ ଟିକେଟ ପାଇଁ ଠେଲାପେଲା । ଟିକେଟ କାଉଣ୍ଟର ଆଗରେ ଦଳାଚକଟା ସ୍ଥିତି ଉପୁଜୁଛି । ବାରିକେଡ ଉପରେ ଚଢ଼ିଲେ ଟିକେଟ ଆଶାୟୀ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିଜେ କଟକ ଡିସିପି ଜଗମୋହନ ମୀନା ଧାଡ଼ି ବାଟରେ ରହି ଭିଡ କରୁଥିବା ଜନସାଧାରଣଙ୍କୁ ବାହାରକୁ ନେଇ ଯାଉଛନ୍ତି ।  ତେବେ…