ଆଉ ୧୨ଜଣ CRPF ଜବାନ କରୋନା ପଜିଟିଭ, ୧୫୦ଜଣଙ୍କ ରିପୋର୍ଟକୁ ଅପେକ୍ଷା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ପାର କରିଗଲାଣି। ଏହିସବୁ ମଧ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ର ଦିଲ୍ଲୀ ସ୍ଥିତ ବାଟାଲିୟନର ଆଉ ବାର ଜଣ ଜବାନ କରୋନା ଟେଷ୍ଟରେ ପଜିଟିଭ ମିଳିଛନ୍ତି। ଏହି ଯବାନମାନେ ହେଉଛନ୍ତି ମୟୁର ବିହାର ଫେଜ-୩ରେ ସ୍ଥିତ ୩୧ତମ…