ଦେଶରେ ଏକ ଅଭିନବ ବସ୍ ଚଳାଚଳ ପାଇଁ ପୁଣି ସମ୍ମାନିତ ହେଲା କ୍ରୁଟ
କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ-କ୍ରୁଟ ପୁନଃ ସମ୍ମାନିତ । ଦେଶରେ ଏକ ଅଭିନବ ବସ୍ ଚଳାଚଳ ସଂସ୍ଥାର ପରିଚାଳନା ପାଇଁ ଅର୍ବାନ ଇନଫ୍ରା ଗ୍ରୁପ ଦ୍ୱାରା ସମ୍ମାନିତ ହୋଇଛି । କ୍ରୁଟ ମୋ ବସ୍ ଓ ମୋ ଇ-ରାଇଡ ସେବାର ପରିଚାଳନା କରୁଛି । ସେକେଣ୍ଡ ଅର୍ବାନ…