Browsing Tag

crying

ମୃତ୍ୟୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଆଖିରେ କାହିଁକି ଆସିଥାଏ ଲୁହ? ଜାଣନ୍ତୁ ଏହା ପଛର ରହସ୍ୟ

ମାନବ ଜୀବନର ସମାପ୍ତି ଅର୍ଥାତ ମୃତ୍ୟ ଏମିତି ଏକ ମୁହୂର୍ତ୍ତ ଯାହା ସମସ୍ତଙ୍କୁ ଗୋଟିଏ ଦିନ ସାମ୍ନା କରିବାକୁ ପଡିବ । ଏହା ଏଭଳି ଏକ ଜିନିଷ ଯାହା କେବଳ ସେହି ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ତାଙ୍କ ପ୍ରିୟଜନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ କଷ୍ଟକର ଏବଂ ଭାବପ୍ରବଣ । ଯେତେବେଳେ ଜଣେ ବ୍ୟକ୍ତି…

ନବଜାତ ଶିଶୁଙ୍କ ଆଖିରେ କାହିଁକି ଲୁହ ଆସେ ନାହିଁ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଯଦି ଆମେ ଟିକିଏ ଆଘାତ ପାଇଥାଉ କିମ୍ବା କିଛି କଥାକୁ ନେଇ ଦୁଃଖ ଅନୁଭବ କରିଥାଉ, ତାହେଲେ ଆମ ଆଖିରୁ ଲୁହ ବାହାରିବାକୁ ଲାଗିଥାଏ । ତେବେ ଛୋଟ ପିଲାମାନେ ମଧ୍ୟ ପ୍ରତ୍ୟେକ ଛୋଟ ଜିନିଷ ପାଇଁ କାନ୍ଦିଥାନ୍ତି । କିନ୍ତୁ ଆପଣ କେବେ ଦେଖିଛନ୍ତି କି ନବଜାତ ଶିଶୁର ଆଖିରୁ କ’ଣ ପାଇଁ ଲୁହ ବାହାରେ…

ମା’ ମମତାର ଆଉ ଏକ ନିଦର୍ଶନ, ନିଜ ଛୁଆର ଅନ୍ତିମ ସତ୍କାର କଲା ମାଆ କୁକୁର

ଭଦ୍ରକ (କେନ୍ୟୁଜ): ମା' ମମତାର ଆଉ ଏକ ନିଦର୍ଶନ । ପଶୁ ହେଲେ ବି ତାର ପିଲାକୁ ବଞ୍ଚାଇବାକୁ ମା କରିଛି ଆପ୍ରାଣ ଉଦ୍ୟମ । ଭଦ୍ରକ ଟାଉନ୍‌ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ । ଏକ ଶଂଖ ପାଇପ ଭିତରେ କୁକୁର ଛୁଆ ଫସି ଯାଇଥିବା ବେଳେ ମା କୁକୁର କିଛି ଉପାୟ ନପାଇ ନିଜ…

କାନ୍ଦ ଲାଗିଲେ କାନ୍ଦନ୍ତୁ, କେବେ ବି ରୋକନ୍ତୁ ନାହିଁ; ନଚେତ୍‌ ହୋଇପାରେ ଏସବୁ ଗମ୍ଭୀର ରୋଗ

ଦୁଃଖ ଲାଗିଲେ କିମ୍ବା ମନକୁ କଷ୍ଟ ହେଲେ ଆମେ କାନ୍ଦିଥାଉ। ଫଳରେ ଆଖିରୁ ଲୁହ ବୋହି ଥାଏ। ତେବେ ବେଳେ ବେଳେ ଆଖି ଉପରେ ଚାପ ପଡ଼ିଲେ ମଧ୍ୟ ଏଥିରୁ ଲୁହ ବାହାରିଥାଏ। ଆଖିରେ କିଛି ସମସ୍ୟା ଥିଲେ ବି ଲୁହ ବାହାରେ। ଲୁହ ଆଖିକୁ ଶୁଷ୍କ ହେବାକୁ ଦେଇନଥାଏ। ଆଖିର କମନୀୟତା ବଜାୟ ରଖିବାରେ ଲୁହ…

ମଣିଷ ଆଖିରେ ଲୁହ କାହିଁକି ଆଉ କେମିତି ଆସିଥାଏ ଜାଣନ୍ତୁ

ମଣିଷ କାନ୍ଦିବା ପଛରେ ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ କାମ କରିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଖିରେ ଲୁହ କେବଳ ଦୁଃଖ, ଚିନ୍ତା କିମ୍ବା ବହୁତ ଖୁସି ହେଲେ ଆସିନଥାଏ ବରଂ କୌଣସି ଖାସ୍‌ ଗନ୍ଧ କିମ୍ବା ଚେହେରାରେ ବହୁତ ଜୋରରେ ପବନ ବାଜିବା କାରଣରୁ ମଧ୍ୟ ଆସିଥାଏ। ସେହିପରି ପିଆଜ କାଟିବା…

କେବେ କେବେ ଶରୀର ପାଇଁ କାନ୍ଦିବା ବି ହୋଇଥାଏ ଜରୁରୀ, ଶାରୀରିକ କଷ୍ଟ ଓ ମାନସିକ ଷ୍ଟ୍ରେସ୍‌ କରିଥାଏ ଦୂର

କଥାରେ ଅଛି ‘କ୍ରାଇଙ୍ଗ୍‌ ଇଜ୍‌ ଗୁଡ୍‌ ଫର ହେଲ୍ଧ’ ଅର୍ଥାତ ବେଳେ ବେଳେ କାନ୍ଦିବା ଶରୀର ପାଇଁ ହିତକର ହୋଇଥାଏ । ଅଧିକାଂଶ ବ୍ୟକ୍ତି କାନ୍ଦିବାକୁ ପସନ୍ଦ କରୁନଥିବାରୁ ନିଜ ଭିତରେ ନିଜର ଦୁଃଖକୁ ଚାପି ଦେଇଥାନ୍ତି । ଏହି ସବୁ ବ୍ୟକ୍ତି ନିଜର ଭାବନାକୁ ଅନ୍ୟ ଆଗରେ ପ୍ରକାଶ କରିପାରି ନଥାନ୍ତି ।…

କେବେ ଭାବିଛନ୍ତି, ରାତିରେ ଆପଣଙ୍କ ଘର ବାହାରେ କାହିଁକି କୁକୁର କାନ୍ଦିଥାଏ

ବହୁ ସମୟରେ ଆମେ ରାତିରେ କୁକୁର ମାନେ କାନ୍ଦୁଥିବାର ଶୁଣିଥାଉ । ଏହାକୁ ଶୁଣି ଭୟ ଲାଗୁଥିଲେ ମଧ୍ୟ ଏହା ପଛର  ପ୍ରକୃତ କାରଣ ବିଷୟରେ ଜାଣିପାରି ନଥାଉ । ଆଜି ଆମେ ସେ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ । ଜାଣନ୍ତୁ ଏପର୍ଯ୍ୟନ୍ତ ବାହାର କରାଯାଇଥିବା ୫ ଟି କାରଣ ସମ୍ପର୍କରେ:…

ଲୁହ କମାଇବ ଓଜନ, ସଂଧ୍ୟା ୭ ରୁ ରାତି ୧୦ ଟା ମଧ୍ୟରେ କାନ୍ଦିଲେ ହେବେ ପତଳା

କଣ ଆପଣ ବି ଜଣେ ସମ୍ବେଦନଶୀଳ ବ୍ୟକ୍ତି ? ଛୋଟ ଛୋଟ କଥାରେ କାନ୍ଦିପକାନ୍ତି ? ତେବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ । କାରଣ କାନ୍ଦିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଏହା ଦ୍ବାରା ଓଜନ କମିଥାଏ । ଆଜ୍ଞା ହଁ ଆପଣ ପୁରା ଠିକ୍ ପଢୁଛନ୍ତି । ଆପଣଙ୍କୁ ଆଶ୍ଚର‌୍ୟ୍ୟ କରୁଥିବା ଏହି ଖବର…