Browsing Tag

cryptocurrency

କ୍ରିପ୍ଟୋ କରେନ୍ସି ଠକେଇ ଗ୍ୟାଙ୍ଗର ପର୍ଦାଫାସ, ୭ ଗିରଫ

ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ମିଳିଛି ବଡ ସଫଳତା | କ୍ରିପ୍ଟୋ କରେନ୍ସି ଗ୍ୟାଙ୍ଗର ପର୍ଦାଫାସ କରିଛି ବଲାଙ୍ଗିର ପୋଲିସ | ବଲାଙ୍ଗିର ସୁଦପଡାରେ ଚାଲିଥିଲା ଅଫିସ |  ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେର ସମେତ ୭ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ | ଏହା ସହିତ ଦାମୀ ଗାଡି ଓ 8 ଲକ୍ଷ…

Gucci ହେଲା ବିଶ୍ୱର ପ୍ରଥମ ଷ୍ଟୋର, ଯିଏ ପେମେଣ୍ଟରେ ନେଉଛି କ୍ରିପ୍ଟୋ କଏନ୍

ହାଇ ଏଣ୍ଡ ଇଟାଲୀୟ ଫ୍ୟାଶନ ଗୁଚି ହେଲା ବିଶ୍ୱର ପ୍ରଥମ ପ୍ରମୁଖ ବ୍ରାଣ୍ଡ୍, ଯିଏକି ହୋଇପାରିଛି ସବୁଠୁ ବଡ଼ ବ୍ରାଣ୍ଡ୍। କାରଣ ଏହି ଆପ୍ ଗତ ସପ୍ତାହରେ ଘୋଷଣା କରିଛି ଯେ ଏହା ସପିଙ୍ଗରେ ଆପକଏନ୍ ବା କ୍ରିପ୍ଟୋ କଏନ୍ ଗ୍ରହଣ କରୁଛି । ଏହା ହୋଇଛି ବିଶ୍ୱର ଏମିତି ଏକ ଅନଲାଇନ୍ ସପ ଯିଏକି…

ଡଜ୍ ମିମ୍ କଏନ ଓ ଏଲନ ମସ୍କଙ୍କ ଗୋଟେ Tweet, କ୍ରିପ୍ଟୋକରେନ୍ସି ମାର୍କେଟରେ ଗୋଟେ ଦିନରେ ଇନକମ୍ କଲା ୪୧ ହଜାର କୋଟି

ବର୍ତ୍ତମାନ ଡିଜିଟାଲ ମାର୍କେଟରେ ବହୁତ୍ ଲୋକ ଇନଭେଷ୍ଟ କରୁଛନ୍ତି। ପୁଣି କିଛି ଲୋକ ଏହି ବା ପାଇଁ ମଧ୍ୟ ଅନେକ ଲୋକ ଇଛା ପ୍ରକାଶ କରୁଛନ୍ତି। ଏଥିରେ ପ୍ରାୟ ଯୁବମାର୍କେଟରେ ସଫଳ ହେଉଛନ୍ତି ତ ଆଉ କିଏ ନିଜ ଟାର୍ଗେଟକୁ ପୁରା କରିପାରୁନାହାନ୍ତି । ତେବେ ଆପଣ ଜାଣିଥିବେ ଏବେ ଅନଲାଇନ ବିଜନେସ…