ପୁଣି ଥରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ହେଲେ ମହେନ୍ଦ୍ର ସିଂ ଧୋନି
ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ଚେନ୍ନାଇ ସୁପରକିଙ୍ଗସର କ୍ୟାପଟେନସିପ ଦାୟିତ୍ୱ ନେଇଛନ୍ତି । ସୂଚନା ମୁତାବକ ରବୀନ୍ଦ୍ର ଜାଡେଜା ସିଏସକେ ଅଧିନାୟକ ପଦ ଛାଡିବା ପରେ ଧୋନିଙ୍କୁ ପୁଣି ଥରେ ଦାୟିତ୍ୱ ନେବା ପାଇଁ ଅପିଲ କରିଥିଲେ । ଜାଡେଜାଙ୍କ ଅପିଲକୁ ଖଣ୍ଡନ ନକରି ପାରି ମାହି ପୁଣି ଥରେ…