‘ଏହା ମୋ କ୍ୟାରିୟର ଶେଷ ପର୍ଯ୍ୟାୟ’, ସନରାଇଜର୍ସ ହାଇଦ୍ରାବାଦ ଠାରୁ ଜିତିବା ପରେ ଏମିତି କହିଲେ ଧୋନି
ଚେନ୍ନାଇ ସୁପର କିଙ୍ଗସ ଶୁକ୍ରବାର ଖେଳାଯାଉଥିବା ଆପିଏଲ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟରେ ହରାଇଛି । ହାଇଦ୍ରାବାଦକୁ ହରାଇବା ପରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜ ଅବସରକୁ ନେଇ ଏକ ବୟାନ ଦେଇଛନ୍ତି । ଆଉ ଧୋନିଙ୍କ ବୟାନ ପରେ ଚେନ୍ନାଇ ଏବଂ…