Browsing Tag

cucumber diet plan

ଓଜନ କମାଇବାକୁ ଫଲୋ କରନ୍ତୁ କାକୁଡ଼ି ଡାଏଟ୍‌ ପ୍ଲାନ୍‌, ୧୫ ଦିନରେ କମିବ ୭ କେଜି ଓଜନ

ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା। ଏହି କାରଣରୁ ଓଜନ କଣ୍ଟ୍ରୋଲ କରିବାକୁ ଏକ ଟାସ୍କ ଭାବେ ନିଆଯାଏ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ବର୍ତ୍ତମାନର ଆଧୁନିକ ସମୟରେ ଲୋକମାନେ ଖରାପ ଲାଇଫ୍‌ଷ୍ଟାଇଲ, ଭୁଲ ଖାଦ୍ୟପେୟ ଓ ବିଷାଦଗ୍ରସ୍ତ ଜୀବନ ବଞ୍ଚୁଛନ୍ତି। ଫଳରେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର…